• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamata Banerjee

variety mangoes
ମତାନ୍ତର ପରେ ବି ମୋଦିଙ୍କ ଲାଗି ଆମ୍ବ ପଠାଇଲେ ଦିଦି

ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା ।

train accident
ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି : ମମତା

କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Mamata
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛି ଦିଦି

ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ମମତାଙ୍କ ନାପସନ୍ଦ: ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ, ଏହା ଆକ୍ସିଡେଣ୍ଟ; ୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ତଦନ୍ତ ନିର୍ଦ୍ଦେଶ ଦେଇଥିଲି; ୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି, ତେଣୁ ସିବିଆଇ କଣ ତଦନ୍ତ କରିବ ବୋଲି ପଚାରିଲେ ମମତା...ସେପଟେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛି ଦିଦି

Train Accident
ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।

Mamata Banerjee, Aswini Vaishnaw
Odisha Train Tragedy: ଦିଦି କହିଲେ ୫ ଶହ, ଅଶ୍ୱିନୀ କହିଲେ ୨୩୮

ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।

West Bengal violence
ହୁଗୁଳି ହିଂସା ପାଇଁ ଦାୟୀ କିଏ? ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।

Ram Navami clash in West Bengal
ରାମନବମୀ ପରଠୁ ଅଶାନ୍ତ ପଶ୍ଚିମବଙ୍ଗ : ନାକେଦମ ମମତା ବାନାର୍ଜୀ ସରକାର

ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ତୀବ୍ର ଉତ୍ତେଜନା ।

Mamata Banerjee
ଓଡ଼ିଶାରେ ମମତା ବାନାର୍ଜୀ, ପୁରୀରେ ଦୁଇ ଦିନ କରିବେ ରାତ୍ରିଯାପନ

ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ପୋଲିସ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Mamata Banerjee
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ

Mamata Benerjee
ମମତାଙ୍କ ଜିଦ୍‌ ! ଯେତେ ବୁଝାଇଲେ ବି ଜମା ବୁଝିଲେନି, ମଞ୍ଚକୁ ଗଲେନି ତଳେ ବସିଲେ

ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍‌ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Mamata Banerjee
ଚାରିଆଡ଼ୁ ପଡ଼ିଲା ଚାପ ! ଶେଷରେ କ୍ଷମା ମାଗିଲେ ମମତା

ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।

BJP Protest In Kolkata
ପଶ୍ଚିମବଙ୍ଗରେ ବିଜେପିର ହଲ୍ଲାବୋଲ ! କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ବେଙ୍ଗଲ ପୋଲିସ

ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।

Mamata Banerjee
ସ୍ୱାଧୀନତା ଦିବସରେ କଳାକାରଙ୍କ ସହ ଧୁମ୍‌ ନାଚିଲେ ଦିଦି, ଭାଇରାଲ ହେଲା ଭିଡିଓ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।

CM Mamata makes Momos after Pani Puri; Netizens applaud ‘simpicity'
ଗୁପଚୁପ୍‌ ପରେ ଏବେ ମୋମୋ ତିଆରି କଲେ ମମତା, ଦେଖନ୍ତୁ ଭିଡିଓ...

ମୋମୋ ଗଢ଼ିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

Special story
ଲୋକଙ୍କ ପାଇଁ ଗୁପ୍‌ଚୁପ୍‌ ତିଆରି କଲେ ମମତା ଦିଦି : ନିଜେ ଆଳୁ ଭରି ତେନ୍ତୁଳି ପାଣି ସହ ପରଷିଦେଲେ

ରାସ୍ତା କଡ଼ରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମମତା ଲୋକଙ୍କୁ ଗୁପଚୁପ୍‌ ପରଷୁଥିବାର ଭିଡିଓ ଭାଇରାଲ

Mamata Banerjee
ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନେଇ ବଦଳିଲା ମମତାଙ୍କ ସ୍ୱର

ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।

Mamata Banerjee
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ : ୨୨ ନେତାଙ୍କୁ ଚିଠି ଲେଖିଲେ ମମତା

ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି

modi and mamata
ସମାଲୋଚନା କରିବା ସହ ମାନିଲେ ଦିଦି : ଆଗାମୀ ଭବିଷ୍ୟତରେ ଅଧିକ ପାୱାରଫୁଲ ହେବେ ମୋଦି

ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ରାଜନୀତିକୁ ନେଇ ଗମ୍ଭୀର ନୁହଁ ଦେଶର କଂଗ୍ରେସ । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

Mamata Banerjee
ଟିଏମ୍‌ସିରେ ଲିଆଣ୍ଡର ପେସ୍‌-ନଫିସା ଅଲ୍ଲୀ, ଏଥର ଗୋଆରେ ଦମ୍‌ ଦେଖାଇବେ ଦିଦି

ଟିଏମ୍‌ସିରେ ଯୋଗଦେଲେ ଭେଟେରାନ୍‌ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍‌ସିରେ ଯୋଗଦେଇଛନ୍ତି ।

Mamata
ଗୋଆରେ ଗର୍ଜିଲେ ଦିଦି: କହିଲେ, ଦିଲ୍ଲୀର ଦାଦାଗିରି ଚଳିବ ନାହିଁ

ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି

Mamata Banarjee
ନିର୍ବାଚନ ହାରିଲେ କିନ୍ତୁ ନିଜକୁ "ମ୍ୟାନ୍‌ ଅଫ ଦି ମ୍ୟାଚ୍‌" ଘୋଷଣା କଲେ ପ୍ରିୟଙ୍କା

ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ​​ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।

mamata banerjee
ବାଜି ମାରିଲେ ଦିଦି: ପୂର୍ବ ନିର୍ବାଚନରେ କାହିଁକି ହାରିଥିଲେ ସେନେଇ କଲେ ଖୁଲାସା

ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି

Mamata Banerjee
ଦିଦିଙ୍କ ବିପୁଳ ବିଜୟ

ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍‌ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।