• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamata Banerjee

Mamata Banerjee
ସଙ୍କଟରେ ମମତା ସରକାର; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !

ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି। ସେହି ନାରୀର ଲୁହରେ ଖିନ୍‌ଭିନ୍‌ ହେବାକୁ ବସିଛି ମମତାଙ୍କ କ୍ଷମତା ।

Bengal Minister
‘ମମତା ବାନାର୍ଜୀଙ୍କୁ ବିରୋଧ କଲେ ଆଙ୍ଗୁଠି ଭାଙ୍ଗି ଦେବୁ’

ଡାକ୍ତରମାନଙ୍କ ପ୍ରତିବାଦ, ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମମତା ସରକାରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠୁଛି । ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟାନ ଗୁହା ବଡ଼ ବୟାନ ଦେଇଛନ୍ତି । 

Mamata Banerjee
Special Story: ସାଧାରଣ ଜନତାଙ୍କ ଆନ୍ଦୋଳନ, ଡାକ୍ତରଙ୍କ ପ୍ରତିବାଦ; ମମତା ଆଣିବେ ‘ରାତିର ସାଥୀ’...

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା ଆଣିଛନ୍ତି ମମତା ଦିଦି । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି । 

Mamata Banerjee
ସରକାର ଭାଙ୍ଗିବା ଭୟ ! ମମତା ଆଣିବେ ‘ରାତିର ସାଥୀ’

ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି ।

Mamata Banerjee'
ଅଡୁଆରେ ମମତାଙ୍କ ଚଉକି !

ସାରା ଦେଶର ଆଖି ଦିଦିଙ୍କ ଉପରେ। ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ। ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ। ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା। ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ ଡିଫେନ୍ସିଭ୍ ଖେଳୁଛନ୍ତି ମମତା ବାନାର୍ଜୀ।

Mamata Banerjee
ଟଳମଳର ସଙ୍କେତ!! ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ ।

Mamata Banerjee
ହଠାତ୍‌ ସେଦିନ ରାତିରେ କେଉଁଠୁ ଆସିଥିଲେ ଏତେ ଲୋକ, କିଏ ପଠାଇଥିଲା ?

ରାତି ଅଧରେ ଅଜଣା ଗୋଷ୍ଠୀ R.G କର ମେଡିକାଲ ଆଣ୍ଡ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ପୋଲିସ ଓ ଡାକ୍ତରଙ୍କୁ ମାଡ଼ ମାରିବା । ସବୁ ପ୍ରମାଣ ନଷ୍ଟ କରିବାକୁ ଦୁଷ୍କର୍ମ ହୋଇଥିବା ମେଡିକାଲର ରୁମକୁ ଭାଙ୍ଗିବା ଭଳି କାମରେ ରହିଛି ମମତାଙ୍କ ପୁତୁରା ହାତ ।

Mamata Banerjee
ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ମମତା ଆନ୍ଦୋଳନରେ ସାମିଲ ହୋଇଛନ୍ତି କାହା ପାଇଁ ?

ମମତା କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା ପାଖରେ କରିବେ ଗୁହାରୀ ?

Mohan Majhi
ତୁଟିବ କି ଆଳୁ ସମସ୍ୟା, ଦିଲ୍ଲୀରେ ଦିଦିଙ୍କୁ ଭେଟିଲେ ମୋହନ

ଆଳୁ ଯୋଗାଣ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନ କରିଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Mamata Banarjee
ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।

Mamata Banerjee
ବଢ଼ିଲା ମମତାଙ୍କ ଅଡ଼ୁଆ, ଟଣା ହେବେ କୋର୍ଟକୁ !

ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।

Mamata Banerjee slips and falls
ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା; ହେଲିକପ୍ଟର ଚଢୁଚଢୁ ପଡିଗଲେ...ଭିଡିଓ ଭାଇରାଲ୍

ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।

NIA
ବିସ୍ଫୋରଣ ଯାଞ୍ଚ କରିବାକୁ ଯାଇଥିଲେ, ଆକ୍ରମଣର ଶିକାର ହେଲେ NIA ଅଧିକାରୀ

ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ ।

Mamata Banerjee
ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Mamata Banerjee
ନିଜ ଭାଇ ସହ ସମ୍ପର୍କ ଭାଙ୍ଗିଲେ ମମତା ବାନାର୍ଜୀ, ଏହି କାରଣ ପାଇଁ ସୃଷ୍ଟି ହେଲା ଫାଟ...

ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।

Mamata Banerjee
ଇଣ୍ଡି ମେଣ୍ଟରେ ମିଶାଣ କମ୍‌, ଫେଡାଣ ବେଶି...JDU ଓ RLD ପରେ ଲାଗିଛି TMC ଝଟକା

୨୪ ମହାସମରକୁ ଆଉ କିଛି ଦିନ ବାକି। ୪ ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି।

Yusuf Pathan
TMCକୁ ଭରସା ଷ୍ଟାର କ୍ରିକେଟର, ଲୋକସଭା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌

ଆଜି ଟିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦ।

Yusuf Pathan
ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC; କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କରିବେ ମୁକାବିଲା

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।

PM Modi
ପଶ୍ଚିମବଙ୍ଗରେ TMC ଅର୍ଥାତ ‘ତୁ..ମେ..ଔର୍ କରପସନ୍’ ସରକାର: ମୋଦି

ପଶ୍ଚିମବଙ୍ଗ ଗସ୍ତ କରି ଆଜି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

No alliance with Congress
ଇଣ୍ଡିଆ ମେଣ୍ଟକୁ ଡବଲ ଝଟକା...ଏକାକୀ ଲଢ଼ିବାକୁ ଟିଏମ୍‌ସି ଓ ଆପ୍‌ର ଘୋଷଣା

କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।

Mamata Banerjee
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ନାହିଁ ମମତା !

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ।

Mamata Banerjee
I.N.D.I.A. ମେଣ୍ଟରେ ଦେଖାଦେଲା କି ଫାଟ ? ଆଭଏଡ୍‌ କଲେଣି ମମତା...

ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ । ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ।

Mamata Banerjee
ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ଦିଦି, ମମତାଙ୍କ ଆଉ ଏକ ଭିଡିଓ ଭାଇରାଲ

ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା

Rakesh Roshan
ଚନ୍ଦ୍ରରେ ଓହ୍ଲାଇଥିଲେ ରାକେଶ ରୋଶନ, କହୁ କହୁ ମମତା କହିଦେଲେ ଏମିତି...

ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Mamata Banerjee
ହୋଇଥା’ନ୍ତା ବଡ଼ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଗଲେ ଦିଦି

ଇଲଟ୍ ପାଗକୁ ଦେଖି ସିଲିଗୁଡ଼ିର ଏୟାର ବେସରେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ମମତାଙ୍କ ହେଲିକପ୍ଟର ରକ୍ଷା ପାଇଯାଇଥିଲା ।