Advertisment

ରାଜରାସ୍ତାରେ ଉତୁରା ପ୍ରେମ

ରାଜଧାନୀରେ ମତୁଆଲା ଯୁବକ ଯୁବତୀ । ଟ୍ରାଫିକ୍ ନିୟମର ଉଡାଇଲେ ଧଜିଆ । ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲାଟା ଟାଙ୍କି ଉପରେ ବସାଇ ଚଳାଇଲେ ବାଇକ୍ । ନା ମୁଣ୍ଡରେ ଅଛି ହେଲମେଟ ନା ସୁରକ୍ଷାକୁ କୌଣସି ଚିନ୍ତା ।

author-image
Chinmayee Sahoo

ରାଜଧାନୀରେ ମତୁଆଲା ଯୁବକ ଯୁବତୀ । ଟ୍ରାଫିକ୍ ନିୟମର ଉଡାଇଲେ ଧଜିଆ । ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲାଟା ଟାଙ୍କି ଉପରେ ବସାଇ ଚଳାଇଲେ ବାଇକ୍ । ନା ମୁଣ୍ଡରେ ଅଛି ହେଲମେଟ ନା ସୁରକ୍ଷାକୁ କୌଣସି ଚିନ୍ତା ।

Advertisment
Bhubaneswar Love Birds Traffic Rules Violation
Advertisment
Advertisment