• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath

Rosa Ghara Chula
ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ

ଖୋର୍ଦ୍ଧା ଜିଲ୍ଲା ସିମର ଅଞ୍ଚଳରୁ ତାକୁ ଧରାଯାଇଥିବା ସୂଚନା ।ତେବେ ସେ କାହିଁକି ଚୁଲି ଭାଙ୍ଗିଲା, କ’ଣ ରହିଛି ତାର ଉଦେଶ୍ୟ ସେନେଇ ଅଧିକ ସୂଚନା ପାଇଁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । 

Puri Temple
ରୋଷ ଘର ଚୁଲି ଭଙ୍ଗା ଘଟଣା: ତେଜିଲାଣି ରାଜନୀତି, ତେଜୁଛି ଅସନ୍ତୋଷ ! ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି । 

Chula Bhanga
ରୋଷ ଘର ଚୁଲି ଭଙ୍ଗା ଘଟଣା: ସିସିଟିଭିରେ କଏଦ ବ୍ୟକ୍ତିକୁ ଚିହ୍ନି ନାହାନ୍ତି ସେବାୟତ କିମ୍ବା ପୋଲିସ

ସିସିଟିଭିରେ ଥିବା ଲୋକ କିଏ ? କେହି ଜାଣି ପାରୁନାହାନ୍ତି । ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପରିକି ପୁରୀର ବିଭିନ୍ନ ଥାନାଧିକାରୀମାନେ ମୋବାଇଲ୍‌ରେ ସଂପୃକ୍ତ ବ୍ୟକ୍ତିର ଫଟୋ ଧରି ଲୋକଙ୍କୁ ଦେଖାଉଛନ୍ତି ।

Lekhashree Samant Sinhar
ରୋଷ ଘର ଚୁଲି ଭଙ୍ଗା ଘଟଣା ନେଇ ତେଜିଲାଣି ରାଜନୀତି, ବିଜେପି କହିଲା ସରକାରଙ୍କ ଭୂମିକା ସନ୍ଦେହଜନକ

ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

Aparajita Sarangi
ପୁଣି ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍‌, ପ୍ରମାଣ ସହ କହିଲେ ‘ASI କହିଛି କାମ ବନ୍ଦ କର’

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।

Dharmendra Pradhan
ତେଜିଲାଣି ବିବାଦ ! ଶ୍ରୀମନ୍ଦିର ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।

Baijayant Panda
ଶ୍ରୀମନ୍ଦିର ରୋଷ ଘର ଚୂଲା ଭାଙ୍ଗିବା ଘଟଣା, କଳାପାହାଡ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ

ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।

Puri Temple
ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟ: ଥମୁନି ବିବାଦ ! କୁଆଡ଼େ ଗଲା ମାଟି, କ’ଣ ହେଉଛି ନିର୍ମାଣ ?

ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।

Pinaki-Aparajita
‘ସାଂସଦ ପିନାକୀ ମିଶ୍ର ଯେଉଁ ଯାହା ଦେଖାଉଛନ୍ତି ତାହା ASIର NOC ନୁହେଁ, କେବଳ NMAର ଚିଠି’

୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।

Sand Mafia
ସରି ଆସିଲାଣି ପୁରୀ-କୋଣାର୍କ ବେଳାଭୂମି ବାଲି ! କେବେ ଚେତିବ ପ୍ରଶାସନ ?

ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ ।

Aparajita Sarangi
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ତାତିଲେ ଅପରାଜିତା

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Puri Temple
ଶ୍ରୀମନ୍ଦିରରେ ରହିଛି ୪୨ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ

ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି ।

Puri Temple
ଶ୍ରୀମନ୍ଦିରରେ ଚାରିପଟେ ଚାଲିଛି ବେଆଇନ୍‌ ଖନନ, କେହି ଦେଇ ନାହାନ୍ତି ଅନୁମତି !

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ ।

Lord Jagannath’s Special Ritual Banakalagi Niti To Be Held At Srimandir In Puri Today
‘ଶ୍ରୀମନ୍ଦିରର ବିକାଶ ଆଳରେ ବିନାଶ ନ ହେଉ’ ! ଖନନ କାର୍ଯ୍ୟକୁ କିଏ ଦେଲା ଅନୁମତି ?

ASI ଓ NMA  କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।

Ratha Katha
ବଡ଼ ଦାଣ୍ଡରେ ରଥକାଠ ରଖିବାକୁ ଯାଗା ନାହିଁ ! ଟ୍ରକ୍‌ରୁ ଅନ୍‌ଲୋଡ୍‌ ହୋଇପାରୁନି କାଠ

ଅପରାହ୍ନ ୪ଟା ସୁଦ୍ଧା ଗାଡ଼ିରେ ସେମିତି ଲୋଡ୍‌ ହୋଇ ରହିଥିଲା ରଥ କାଠ । ଆଉ ଟ୍ରକଟି ଏବେ ବି ସେମିତି ବଡ଼ଦାଣ୍ଡରେ ଠିଆ ହୋଇ ରହିଛି ।

Krushna Pratihari
କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ଚିଲିକାରେ ୨ ରାତି କାଟିଥିଲେ ଅଭିଯୁକ୍ତ ! ଧରିବାକୁ ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ

ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ ।

Puri Lord Jagannath
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ଖୋଲିବ ଶ୍ରୀମନ୍ଦିର, ବଡ଼ ଠାକୁରଙ୍କୁ ମନ ଭରି ଦେଖିବେ ଭକ୍ତ

ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।

Puri Lord Jagannath
ପୁଣି ସିଂହଦ୍ୱାରରେ ବଢ଼ିବ ଭିଡ଼, ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

Shree Mandir
‘ବେଆଇନ୍‌ ଭାବେ ବନ୍ଦ କରାଯାଇଛି ଶ୍ରୀମନ୍ଦିର’: ଜଗନ୍ନାଥ ସେନା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Cuttack
ଅଦରକାରୀ ଜିନିଷରେ ଶ୍ରୀଜଗନ୍ନାଥଙ୍କ ଠାରୁ ପ୍ରଭୁ କେଦାରନାଥଙ୍କ ପ୍ରତିମୂର୍ତ୍ତୀ

ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।

Puri Lord Jagannath
ବନ୍ଦ ହେଲା ଜଗାଦର୍ଶନ, ପୁଣି ଦେଖାଦେବ ଆର ମାସରେ

ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

Puri Lord Jagannath
କରୋନା ଭୟ ! ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଓମିକ୍ରନ୍ ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ।

Angul Girl Snehal Pens Book- Miracles Of Lord Jagannath
ଜଗନ୍ନାଥଙ୍କ କୁନି ଭକ୍ତ ସ୍ନେହାଲ୍... ମହାପ୍ରଭୁଙ୍କ ଉପରେ ଇଂରାଜୀରେ ବହି ଲେଖି ଚର୍ଚ୍ଚାରେ

ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।

Puri
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା

ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । 

Puri
ପୁରୀରେ ଭକ୍ତଙ୍କ ପାଇଁ ମହଙ୍ଗା ହେବ ରହିବା, ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତ ନିବାସ

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।