• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath

Jayanta Sarangi
ପରିକ୍ରମା ପ୍ରକଳ୍ପ ନେଇ ବାରମ୍ବାର ବଦଳୁଛି BJP ବିଧାୟକଙ୍କ ବୟାନ, କ’ଣ କହିବେ ଜାଣିପାରୁ ନାହାନ୍ତି !

ଗତ ତିନି ଦିନରେ ବାରମ୍ବାର ସଫେଇ ଦେଇ ପ୍ରକଳ୍ପକୁ ବେଆଇନ୍ ବୋଲି କହୁଛନ୍ତି ବିଧାୟକ । ହେଲେ ଅନ୍ୟପଟେ କହୁଛନ୍ତି ନିର୍ମାଣ କାମ ଶୀଘ୍ର ସାରିବାକୁ ।

Samarth Verma
ଘନଉଛି ବିବାଦ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେବ ମାମଲା

ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Sambit Patra- Pratap Dev
ସମ୍ବିତଙ୍କୁ ପ୍ରତାପଙ୍କ କାଉଣ୍ଟର ଆଟାକ୍ ! ନିର୍ବାଚନ ପୂର୍ବରୁ କେବେ ପୁରୀ ଆସିଥିଲେ ନା ଦେଖିଥିଲେ ?

ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।

Pinaki Mishra
ଏତେ ସରି ହେବା ପରେ ବି ତୋଢ଼ ଯାଉନି ! ପୁଣି ଯୁକ୍ତି କରୁଛନ୍ତି ପିନାକୀ

ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ ।

ASI Srimandir
ଧରା ପଡ଼ିଲା ସରକାରଙ୍କ ମିଛ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ୍‌

ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍‌ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି ।

Puri Srimandir
ସାଂଘାତିକ ! ଶ୍ରୀମନ୍ଦିରକୁ ନେଇ ASIର ରିପୋର୍ଟ, ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ..

NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ଅନୁମତି ଦେଇନଥିବା କହିଲା ASI

ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Baripada Jagannath Temple
ଜଗା ଜମି ହଡ଼ପ ଅଭିଯୋଗ ! କୁଆଡ଼େ ଗଲା ହରିବଳଦେବଜୀଉ ମନ୍ଦିରର ଭୂ ସଂପତ୍ତି ?

ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।

Ratha Yatra
ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ପ୍ରଶାସନ କରିଛି ଡବଲ ପ୍ଲାନ୍‌

ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?

Ratha Yatra
ଏଥର ଘୋଷଯାତ୍ରାକୁ ସମସ୍ତଙ୍କୁ ଅନୁମତି, ଦୁଇ ଗୁଣା ଅଧିକ ଭକ୍ତଙ୍କର ସମାଗମ ସମ୍ଭାବନା !

କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

Puri News
ରଥଖଳାରେ ଚାଲିଛି ରଥ ନିର୍ମାଣ

ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି ।

ରଥ କାଠ ଅନୁକୂଳ
ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।

ASI
ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।

Puri Srimandir
ପୁରୀ ଗସ୍ତରେ ଯିବ ASI ଟିମ୍‌, କରିବ ତଦନ୍ତ !

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତାର ତଦନ୍ତ କରିବା ନେଇ ଏଏସ୍‌ଆଇ ଟିମ୍‌ ପୁରୀ ଯିବ

surya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ, ବାଚସ୍ପତି କହିଲେ ରାଜନୀତି ସରୁ ତାପରେ..

ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।

Aparajita Sarangi
ହଟହଟା ପରେ ପୁରୀରେ ପହଞ୍ଚିଲେ ଅପରାଜିତା, ବଡ଼ଦାଣ୍ଡରେ କଲେ ପଦଯାତ୍ରା

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

Aparajita Sarangi
ଅପରାଜିତାଙ୍କ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନକୁ ଝଟ୍‌କା, ମିଳିଲାନି ଜିଲ୍ଲାପାଳଙ୍କ ଅନୁମତି

ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । 

Sri Mandir
୨୭ରେ ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ ! ଶ୍ରୀମନ୍ଦିର ବଞ୍ଚାଅ ଅନ୍ଦୋଳନ ଭଣ୍ଡୁର କରିବାକୁ ଚାଲିଛି ବଡ଼ ପ୍ଲାନ୍‌

ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ।

Puri Srimandir
ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

sri mandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କଲା କେନ୍ଦ୍ରୀୟ ଟିମ୍

ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍‌ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।

Puri Sahijata
ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ଗଳିକନ୍ଦି, ଉତ୍ସବମୁଖର ପୁରା ସହର

ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।

Rosa Ghara Issue
ଜଗନ୍‌ ଖୋଲିଦେଲା ଶ୍ରୀମନ୍ଦିର ସୁରକ୍ଷା ପୋଲ, ଆରମ୍ଭ ହେଲା କଡ଼ା କଡ଼ି ଚେକିଂ

ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।

Accused disclose truth in front of police
ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ, ଏତେବଡ଼ କାଣ୍ଡ କଲା କେମିତି ?

ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।

Rosha Ghara Chula Issue
କେମିତି ଭାଙ୍ଗିଲା ରୋଷ ଘର ଚୁଲି ? ପୁରା କାହାଣୀ କହିଲା ଅଭିଯୁକ୍ତ..

‘ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ । କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି, କାହାର ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି କହିଲା ଅଭିଯୁକ୍ତ । ଘଟଣା ଦିନ ରୋଷ ଘରକୁ ଗଲି, ସେଠାରେ କେହି ନଥିଲେ ।