ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।
କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ ।
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।
ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି ।
ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି। ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି।
ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।
ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।
କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।
ଦର୍ଶନ ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦେବାପାଇଁ ହବିଷ୍ୟାଳୀ ଦାବି କରିଥିବା ବେଳେ ସରକାରୀ ଯୋଜନାରେ ଥିବା ହବିଷ୍ୟାଳୀଙ୍କ ପାଇଁ ସୁରକ୍ଷିତ ସାନ୍ନ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।
ସ୍ୱଳ୍ପ ବସ୍ତ୍ର ପିନ୍ଧା ସାଧୁ ଓ ସେବକଙ୍କ ପାଇଁ କି ନିୟମ, ଉଠିଲା ପ୍ରଶ୍ନ । ମ୍ୟାନେଜିଂ କମିଟିର ବିନା ଅନୁମୋଦନରେ ନିଷ୍ପତ୍ତିକୁ ନେଇ ବିବାଦ ।
କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..
ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର ।
ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ ।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।
ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ
ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।
ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ସେଡ୍ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ
ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ
ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି
ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।