• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath

Puri, Habisyali
ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।

Srimandir Lord Jagannath
ପୂର୍ବ ଥର ଭଳି ଏଥର ହବିଷ୍ୟାଳିଙ୍କ ହେବନି ତ ଅସୁବିଧା ?

ଦର୍ଶନ ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦେବାପାଇଁ ହବିଷ୍ୟାଳୀ ଦାବି କରିଥିବା ବେଳେ ସରକାରୀ ଯୋଜନାରେ ଥିବା ହବିଷ୍ୟାଳୀଙ୍କ ପାଇଁ ସୁରକ୍ଷିତ ସାନ୍ନ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

Srimandir, Lord jagannath
ଅଡୁଆରେ ଶ୍ରୀମନ୍ଦିର ଶାଳୀନତାପୂର୍ଣ୍ଣ ପରିଧାନ ବ୍ୟବସ୍ଥା ! ମହିଳା ଭକ୍ତଙ୍କୁ କିଏ ବାରଣ କରିବ, ତାକୁ ନେଇ ପ୍ରଶ୍ନ...

​​​​​​​ସ୍ୱଳ୍ପ ବସ୍ତ୍ର ପିନ୍ଧା ସାଧୁ ଓ ସେବକଙ୍କ ପାଇଁ କି ନିୟମ, ଉଠିଲା ପ୍ରଶ୍ନ । ମ୍ୟାନେଜିଂ କମିଟିର ବିନା ଅନୁମୋଦନରେ ନିଷ୍ପତ୍ତିକୁ ନେଇ ବିବାଦ ।

Dress Code For Jagannath Temple
JTP ଜଗିବେ ଡ୍ରେସ୍ କୋଡ୍

କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..

Dress Code For Jagannath Temple
ଶ୍ରୀମନ୍ଦିର ଯାଉଛନ୍ତି କି ? ଅଶାଳୀନ ଡ୍ରେସ୍‌ ପିନ୍ଧିଲେ ବାଟ ହୁଡ଼ିବ ଟେମ୍ପଲ୍‌ ପୋଲିସ

ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର ।

Srimandir
ଶ୍ରୀମନ୍ଦିର ଗଲେ କ'ଣ ପିନ୍ଧିବେ ?

ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ ।

Gajapati
ଗଜପତି ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ, ସୁନିଆଁ ଅବସରରେ ଶ୍ରୀନହର ବିଶେଷ ନୀତି

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।

Jagannath Temple
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମ ନୀତି

ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Sevayat
ନିୟମ ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ! ଯଦି ମନ ପସନ୍ଦର ପାତ୍ର ନମିଳେ?

ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।

Lord Jagannath
୭ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ

ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ

Lord Jagannath
ସେବାୟତଙ୍କ ଜିଦ୍‌ ! ୯ ଘଣ୍ଟା ଖାଡା ଉପବାସରେ ରହିଲେ ମହାପ୍ରଭୁ

ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।

Srimandir
ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ...

ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ସେଡ୍‌ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

Rakhi Purnima
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

Lord Jagannath and Balabhadra accept Rakhi from little sister in Bhadrak
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

Lord Jagannath
ଅଧ ରାତିରେ ଜଗାର ସ୍ୱପ୍ନାଦେଶ: ମତେ ତୋ ଗାଁକୁ ନେ...

ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି

Lord Jagannath
ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

lord jagannath
ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।

lord jagannath
ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।

Puri Srimandir
ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ !

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ବତନ୍ତ୍ର ରାମ୍ପ ।

Lord Jagannath
ବିପଦରେ ନାଟମଣ୍ଡପ ! କେତେବେଳେ କ’ଣ ହେବ କିଛି କହି ହେବ ନାହିଁ...

ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।

Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

Ratna Bhandar
ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ

ଏଭଳି ସତ୍ୟପାଠ ଦାଖଲ କରି ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିବା ଦର୍ଶାଇଛି ASI ।

Ratna Bhandar
ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି, କହିଲା ASI

ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI

ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି: କେନ୍ଦ୍ର ଗୃହମନ୍ତ୍ରୀ

ଗୃହମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ ।

Jagannath Temple
ବାଇଶି ପାହାଚରେ ପ୍ରବଳ ପାଣି, ବଡଦାଣ୍ଡରେ ଛୁଟିଲା ସୁଅ

ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।