ଗଳି ପିଲାଙ୍କ ଦ୍ୱାରା ଦୁର୍ଗାପୂଜା(Durga Puja) ମଣ୍ଡପ ଉଦଘାଟନ
ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ କୋଲକାତାରେ ଉତ୍ସବର ପରିବେଶ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି।
ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।
ଫ୍ଲାଟ୍ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ତା’ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଏହି ଘଟଣା ଘଟିଛି। ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍ରେ ରହୁଥିଲେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍।
ମାତ୍ର ୩ ଟଙ୍କାରେ ଏହି ହୋଟେଲ୍ରେ ମିଳୁଛି ମାଛ ବେସର ଓ ଭାତ। ଏହା ସାଙ୍ଗକୁ ରହିଛି ଅନେକ ପ୍ରକାର ସ୍ୱାଦିଷ୍ଟ ତରକାରୀ।
ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏଥର ମେଢରେ ଏହି ସବୁ ବିଶେଷ ଧରଣର ଥିମ୍ କୁ ସ୍ଥାନ ଦିଆଯାଇଛି
ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।
୩ ମାସ ଇକ୍ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ । ଜୁନ ୯ରେ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା ।
ଚଳନ୍ତା ବସରେ ବଢାଉ କରି ୩୦ଟି ବୋମା ଉଦ୍ଧାର କଲେ ସୁରକ୍ଷାକର୍ମୀ । ବସଟି କୋଲକାତାରୁ ଗୟା ଯାଉଥିଲା । ତେବେ ଏଥିରେ ବୋମା ନିଆଯାଉଥିବା ଆର୍ମି ଇଣ୍ଟେଲିଜେନ୍ସ ୟୁନିଟ୍କୁ ସୂଚନା ମିଳିଥିଲା ।
୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍ଫଣ୍ଡ ଲୁଟେରା । ଚିଟ୍ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।
କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି। କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍ରରେ ଲୁଚାଇ ରଖିଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଏନେଇ ପୋଲିସ୍କୁ ଖବର ମିଳିବା […]
ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ…