Bhubaneswar Kidnapping
ନାବାଳକ ବଖାଣିଲା ଅପହରଣର ଲୋମଟାଙ୍କୁରା କାହାଣୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡନ୍ୟାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ । ଅପହରଣ ପଛର କାରଣ ସଂପର୍କରେ ଖୁଲାସା କରି ପୋଲିସ କହିଛି, ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)