Karachi Airport
ବାହାପିଆ ପାକିସ୍ତାନର ଅସଲମୁଖା ଖୋଲିଲେ ଖୋଦ୍ ପାକ ଅଭିନେତ୍ରୀ। ନିଜ ଦେଶବାସୀଙ୍କ ଆଗରେ ମିଛ ଫୁଟାଣି ମାରି ତାଙ୍କୁ ଅନ୍ଧାରରେ ରଖୁଥିବା ସରକାରର ଅସଲ ଚେହେରାକୁ ସେ ପ୍ରଘଟ କରିଛନ୍ତି। ଭାରତ ବିରୁଦ୍ଧରେ କାଳେ ମିଛ ବିଜରର ସେଲିବ୍ରେସନ କରୁଛି ପାକ ସରକାର। ହେଲେ ନିଜର ପ୍ରମୁଖ ସହର କରାଚୀରେ ଲୋକ ପାଣି ପାଇଁ ବିକଳ ହେଉଛନ୍ତି ତାହା ବୋଧେ ପାକିସ୍ତାନୀ ସରକାର ଦେଖିପାରୁନି। କରାଚୀ ବିମାନ ବନନ୍ଦରରେ ଦେଖାଦେଇଛି ଜଳ ସଙ୍କଟ। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)