୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି
ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।
ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।
ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।
ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ନିଜେ ତ ଅପରାଧ ଘଟାଇଲା ତାହା ସହ ୬ ଜଣଙ୍କୁ ନେଇ ଯେଉଁ ଅମାନବୀୟ କାଣ୍ଡ ଘଟାଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିଛି।
ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ।
ମହାମାରୀ ଭୟ ଭିତରେ ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର ଯାତ୍ରା । ସବୁ ଦିନ ପାଇଁ ମନେ ରହିବ ରାଞ୍ଚିର ଗୌରି ଓ ସୁପଲର ମୁକେଶଙ୍କର
ଆଉ ପୁଅ ଭୋଳାରାମ ନାମକ ବ୍ୟକ୍ତିଙ୍କୁ ହାତପାଦ ବାନ୍ଧିବା ସହ ମୁହଁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଆସିଥିଲେ ।