Advertisment

ଶିକ୍ଷା ପାଇଁ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର

ଆମକୁ ଏଠାରୁ ଫେରାଇ ନିଅ। ଆମେ ଏଠାରେ ମାନସିକ ଆଉ ଶାରିରୀକ ନିର୍ଯାତନା ପାଉଛୁ। ଆମକୁ କେହି ସହଯୋଗ କରୁ ନାହାନ୍ତି। ମାଇଗ୍ରେସନ୍‌ରେ ଯାଇଥିବା ନବୋଦୟ ଛାତ୍ରଙ୍କ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଶିକ୍ଷା ପାଇଁ ବାହାର ରାଜ୍ୟକୁ ଯାଇ ଏମିତି ନିର୍ଯାତନାର ଶିକାର ହେଉଛନ୍ତି ନବୋଦୟ ଛାତ୍ର।

author-image
Chinmayee Sahoo
ଅଦ୍ୟତନ ହୋଇଛି

ଆମକୁ ଏଠାରୁ ଫେରାଇ ନିଅ। ଆମେ ଏଠାରେ ମାନସିକ ଆଉ ଶାରିରୀକ ନିର୍ଯାତନା ପାଉଛୁ। ଆମକୁ କେହି ସହଯୋଗ କରୁ ନାହାନ୍ତି। ମାଇଗ୍ରେସନ୍‌ରେ ଯାଇଥିବା ନବୋଦୟ ଛାତ୍ରଙ୍କ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଶିକ୍ଷା ପାଇଁ ବାହାର ରାଜ୍ୟକୁ ଯାଇ ଏମିତି ନିର୍ଯାତନାର ଶିକାର ହେଉଛନ୍ତି ନବୋଦୟ ଛାତ୍ର।

Advertisment
Jharkhand Odia Students
Advertisment
Advertisment