ସେଦିନ ଧୋନି କାନ୍ଦିଥିଲେ, ଆଜି...
ଆଜିବି ମନେପଡ଼ୁଛି ଧୋନିଙ୍କ କାନ୍ଦ । ମନକୁ କଷ୍ଟ ଦେଉଛି ଗପ୍ଟିଲଙ୍କ ସେହି ରନ୍ ଆଉଟ୍ । ଭୁଲି ହେଉ ନାହିଁ ୨୦୧୯ ବିଶ୍ୱକପର ସେହି ପରାଜୟ । ନ୍ୟୁଜିଲାଣ୍ଡର ସେହି ଗଭୀର କ୍ଷତ ଆମକୁ ବହୁତ ବାଧିଛି । ସେଦିନ ଥିଲା ୨୦୧୯ ବିଶ୍ୱକପ ସେମିଫାଇନାଲର ଦିନ । ବିରାଟ କୋହଲିଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର ବିରୋଧରେ ଓହ୍ଲାଇ ଥିଲା ଟିମ୍ ଇଣ୍ଡିଆ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)