ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ତାଲିବାନ ନେତୃତ୍ୱ ପାଇଁ ବଡ ପ୍ରତିବନ୍ଧକ । କ୍ଷମତା ଡୋର ଥିଲେ ସୁଦ୍ଧା କାଙ୍ଗାଳ ହୋଇ ରହିବ ତାଲିବାନ୍ । ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଚାଲିଯିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ ନେଇ ଘୋଷଣା କରିଛି ।