IMF Must Rethink Aid to Pakistan Over Terror Links, Says Rajnath Singh at Bhuj
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
IMF Must Rethink Aid to Pakistan Over Terror Links, Says Rajnath Singh at Bhuj
‘ #IMF_ନିଜ_ନିଷ୍ପତ୍ତିର_ପୁନର୍ବିଚାର_କରୁ’
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ସିଧାସଳଖ ଆତଙ୍କବାଦୀଙ୍କୁ ଦେଉଛି । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)