NBCC (ଭାରତ) ଲିମିଟେଡ୍ରେ ବାହାରିଛି ଅନେକ ପଦବୀ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ nbccindia.com ରେ NBCC ର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।
IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନରେ ବାହାରିଛି ଅନେକ ପଦବୀ। ମୋଟ ୧୬୧ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ...
ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…
SBIରେ ସ୍ପେଶାଲିଷ୍ଟ କ୍ୟାଡର୍ ଅଫିସର୍ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।
BEL ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ମୋଟ ୫୦ଟି ପଦବୀ ଖାଲି ଅଛି।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି। ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।
BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।
SECL ବିଭିନ୍ନ ଅପରେଟର୍ ପୋଷ୍ଟ୍ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।
SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ସମୁଦାୟ ୧୦୪୪ଟି ପଦବୀ ପାଇଁ ନିଯୁକ୍ତି କରାଯିବ।
ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ବ୍ୟାଙ୍କ୍, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍ର ଶାଖାଗୁଡ଼ିକରେ ଖାଲି ପଡିଥିବ ୬୫୦ ଟି ପଦବୀ ପୂରଣ ହେବ।
ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।
ଯେଉଁମାନେ ୧୦ମ ପାସ୍ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତ କରାଯାଉଛି। ଏଠାରେ ଆବେଦନ କରି ପ୍ରାର୍ଥୀମାନେ ସରକାରୀ ଚାକିରିର ସ୍ୱପ୍ନକୁ ପୂରଣ କରିପାରିବେ। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ କେଉଁ କେଉଁ ପଦବୀ ଖାଲି ପଡିଛି।
KRCL ଅଧୀନରେ ସିନିୟର ଓ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି KRCL ର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।
୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍ଲାଇନ୍ରେ କରାଯିବ।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍ ପୂରଣ ହେବ।
ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। ISRO ଅଧୀନରେ ଥିବା ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ମୋଟ ୫୫ଟି ପଦବୀ ପୂରଣ ହେବ।
NITରେ ନିଯୁକ୍ତି। ଭିଜିଟିଂ ଫାକଲ୍ଟିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ମିଳିବ।
ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା।
ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ହ୍ୟାଣ୍ଡ୍ଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଟେକ୍ସଟାଇଲ୍ସରେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଓଡ଼ିଶା ଟେକ୍ସଟାଇଲ୍ ଗ୍ରୁପ୍-ବି ଏବଂ ସେରିକଲଚର ସର୍ଭିସେସ୍ (ଟେକ୍ସଟାଇଲ୍ କ୍ୟାଡର) ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି।
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ।
୨୫ଟି ଜେନେରାଲ ମ୍ୟାନେଜର୍ (ଇଂ)ପଦବୀ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନକୁ ଆହ୍ୱାନ କରିଛି। ଆବେଦନ ପ୍ରକ୍ରିୟା ଜାରି ରହିଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୫ ରହିଛି। ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଦେଖନ୍ତୁ।