ONGC ସହକାରୀ ଆଇନ ପରାମର୍ଶଦାତା ପଦବୀ ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ।
IOCL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ…
SBI, PO ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂରଣ ହେବ ୧୬୭୩ ପଦବୀ। ଜାଣନ୍ତୁ ଯୋଗ୍ୟତା, ବୟସ ସୀମା, ଫି’, ଦରମା ଓ ଅନ୍ୟାନ୍ୟ ତଥ୍ୟ।
GAIL ଇଣ୍ଡିଆ ଅନେକଗୁଡିଏ ପୋଷ୍ଟ୍ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଯାଇଛି। କେବେ ରହିଛି ଶେଷ ତାରିଖ ଓ କ’ଣ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପଢନ୍ତୁ।
RBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ୍ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର୍ ପଦବୀ ପୂରଣ ପାଇଁ RBI ଆବେଦନ ଜାରି କରିଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି।
BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।
ଦ୍ୱାଦଶ / ସ୍ନାତକ ପାଶ୍ କରି ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ ବାହାରିଛି ଅନେକ ପଦବୀ। ଆପଣଙ୍କ ପାଖରେ ଯଦି ଖେଳ କୋଟା ଅଛି ତେବେ ବିନା ପରୀକ୍ଷାରେ ଚାକିରି।
ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।
CTO, CDO ଏବଂ CISO ପଦବୀ ପୂରଣ ପାଇଁ LIC ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ପୋଷ୍ଟ୍ ପୂରଣ ହେବ।
RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
AAIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର୍ ଆସିଷ୍ଟାଣ୍ଟ୍ ଏବଂ ସିନିୟର୍ ଆସିଷ୍ଟାଣ୍ଟ୍ ପଦବୀରେ ପୂରଣ ହେବ ଅନେକ ପୋଷ୍ଟ୍। ଆପଣ ଯଦି ଏଠି ଚାକିରି କରିବାକୁ ଚାହାନ୍ତି ତେବେ ଦେଖନ୍ତୁ ଏହି ଖବର।
କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…
SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍-କମ୍-ଟେକ୍ନିସିଆନ୍ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
AWES ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୦୫ । ଏବେ ଜାଣନ୍ତୁ କ’ଣ ରହିଛି ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା।
SBI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୧୪ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
FCI ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ଦିନ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୫୦୪୩ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
AAI ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବାକୁ ଥିବାବେଳେ ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।
ଅନେକ ପ୍ରାର୍ଥୀ ନିଜ ଇଛା ଅନୁସାରେ ଦରମା ଦାବି କରି ପାରନ୍ତି ନାହିଁ। ଫଳରେ ସବୁବେଳେ ଏହାକୁ ନେଇ ଚିନ୍ତାରେ ରୁହନ୍ତି। ଏହା ପଛରେ ରହିଛି ଦରମା ଦାବି ନ କରି ପାରିବାର କୌଶଳ। ଏହି ଟିପ୍ସ ମାନିଲେ ନିଜ ଇଛା ଅନୁସାରେ ମିଳିପାରିବ ଦରମା।
ୱାର୍ଡ ଆଟେଣ୍ଡାଣ୍ଟ୍ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ CIP ଆବେଦନ ଜାରି କରିଛି। ମୋଟ ୯୭ଟି ପଦବୀ ପୂରଣ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।
RCFL ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି।
ISRO, SDSC SHARରେ PRT, PGT, TGT ସମେତ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅଗଷ୍ଟ ୨୮ ରହିଛି ଶେଷ ତାରିଖ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପଢନ୍ତୁ।
ଆପଣ ୧୦ମ ପାଶ୍ କରି ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ। HAL ରେ ରହିଛି ଚାକିରି ସୁଯୋଗ। ଏହି ଖବର ପଢି ତୁରନ୍ତ ଆବେଦନ କରନ୍ତୁ।
NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।