Pattamundei
ପଡ଼ୋଶୀଙ୍କ ସିସିଟିଭି ଖୋଲିବ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ପଛର ସତ । ଯାଞ୍ଚ ସମୟରେ ସିସିଟିଭିରୁ ପୋଲିସ୍ ସଂଘାତିକ ସୁରାଗ ପାଇଥିବା ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ତନାଘନା ଜାରି ରଖିଛି । ଶନିବାର ସକାଳୁ ସକାଳୁ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗାଁକୁ ଯାଇ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)