Advertisment

Cooking Gas Pipeline Burst: ଫାଟିଲା ପାଇପ୍, ଭୁସ୍ ଭୁସ୍ ବାହାରିଲା ଗ୍ୟାସ୍

କଟକ ସିଡିଏ ସେକ୍ଟର ୯ ନଂରେ ଫାଟିଛି ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍। ମିଳିଥିବା ସୂଚନା ମୁତାବକ, ରାସ୍ତା କାମ ଚାଲିଥିବା ବେଳେ ପାଇପ୍ ଲାଇନ୍ ଫାଟି ଯାଇଥିଲା। ଅଚାନକ୍ ଗ୍ୟାସ୍ ପାଇପରେ ମାଡ଼ ହେବା ଯୋଗୁଁ ଏହା ନଷ୍ଟ ହୋଇ ଗ୍ୟାସ୍ ବାହାରିଥିଲା।

author-image
Madhupriya Mistry
Gas Leak

Gas Leak Photograph: (OTV)

ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍। କଟକ ସିଡିଏ ସେକ୍ଟର ୯ ନଂରେ ଫାଟିଛି ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍। ମିଳିଥିବା ସୂଚନା ମୁତାବକ, ରାସ୍ତା କାମ ଚାଲିଥିବା ବେଳେ ପାଇପ୍ ଲାଇନ୍ ଫାଟି ଯାଇଥିଲା। ଅଚାନକ୍ ଗ୍ୟାସ୍ ପାଇପରେ ମାଡ଼ ହେବା ଯୋଗୁଁ ଏହା ନଷ୍ଟ ହୋଇ ଗ୍ୟାସ୍ ବାହାରିଥିଲା।

Advertisment

ଭୁସ୍ ଭୁସ୍ ହେଇ ଗ୍ୟାସ୍ ବାହାରି ଚାରିଆଡ଼େ ସ୍ଥିତି ବିଗିଡ଼ି ଯାଇଥିଲା। କିଛି ସମୟ ଭିତରେ ଗେଲ୍ ଇଣ୍ଡିଆ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମରାମତି କରାଯିବା ପରେ ଗ୍ୟାସ୍ ବନ୍ଦ ହୋଇଛି।

ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ 
କଟକ ସିଡିଏ ୯ ନଂରେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ 
ମେସିନ୍ ଦ୍ୱାରା ନିର୍ମାଣ କାମ ଚାଲିଥିବାବେଳେ ଫାଟିଲା LPG ପାଇପ୍ 
ଅଗ୍ନିଶମ ବାହିନୀ ଓ ଗ୍ୟାସ୍ ପାଇପ୍ କମ୍ପାନୀ ପକ୍ଷରୁ ଚାଲିଛି ମରାମତି

Advertisment

Odisha Cuttack Gas Leak
Advertisment
Related Articles
Advertisment