Advertisment

Fine Issued from Agra: ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ

ପରମିଟ୍ ନଥିବାରୁ ୭୫ ହଜାର ଟଙ୍କା ଫାଇନ୍। ୫ ମାସ ହେବ ଲାଞ୍ଜିପଲ୍ଲି ଏନଏଚ୍ କଡ଼ରେ ଛିଡ଼ା ହୋଇଛି ବସ୍। ବସ୍ ମାଲିକଙ୍କ ମୋବାଇଲକୁ ୟୁପି ଆରଟିଓରୁ ଆସିଛି ମେସେଜ।

author-image
Chinmayee Sahoo
Fine

Fine Photograph: (OTV)

ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ । ପରମିଟ୍ ନାହିଁ ବୋଲି ୭୫ ହଜାର ଟଙ୍କା ଫାଇନ୍ ଲାଗିଛି । ୫ ମାସ ହେବ ବସଟି ବ୍ରହ୍ମପୁରର ଲାଞ୍ଜିପଲ୍ଲି ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଛି କ୍ରାଉନ୍ ନାମକ ଏକ ଟୁରିଷ୍ଟ ବସ୍।  ହେଲେ ଗତ ୧୨ ତାରିଖରେ ବସ୍ ମାଲିକଙ୍କ ମୋବାଇଲକୁ ମେସେଜ ଆସିଛି ଉତ୍ତର ପ୍ରଦେଶ ର ଆରଟିଓରୁ। ଫାଇନ୍ ପଡ଼ିଛି ୭୫ ହଜାର ଟଙ୍କା ।

Advertisment

ପରମିଟ୍ ନଥାଇ ୟୁପିରେ ଗାଡି ଚାଲୁଥିବାରୁ ଫାଇନ୍ ଲାଗିଥିବା ଦର୍ଶାଯାଇଛି । ଏନେଇ ବସ୍ ମାଲିକ ପୁରା ଘଟଣାର ଯାଞ୍ଚ ପାଇଁ ଛତ୍ରପୁର ଆରଟିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଛତ୍ରପୁର ଆରଟିଓ ତଙ୍କ ପରଧିରେ ନଥିବାରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ।

ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ
ପରମିଟ୍ ନଥିବାରୁ ୭୫ ହଜାର ଟଙ୍କା ଫାଇନ୍ 
୫ ମାସ ହେବ ଲାଞ୍ଜିପଲ୍ଲି ଏନଏଚ୍ କଡ଼ରେ ଛିଡ଼ା ହୋଇଛି ବସ୍ 
ବସ୍ ମାଲିକଙ୍କ ମୋବାଇଲକୁ ୟୁପି ଆରଟିଓରୁ ଆସିଛି ମେସେଜ 
ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ବସ୍ ମାଲିକ

Advertisment
Bus Fine
Advertisment
Related Articles
Advertisment