Killer-Chair
ଯିଏ ଚେୟାରରେ ବସିବ ସେ ମରିବ
ବିଶ୍ବାସ ନ ହେଲେ ବି ସତ । ଦୁନିଆରେ ଏମିତି କିଛି ଜିନିଷ କି ସ୍ଥାନ ଅଛି ଯାହା ଅଭିଶପ୍ତ । କୁହାଯାଏ ଯେ, ଏଭଳି ଅଭିଶପ୍ତ ସାମଗ୍ରୀ ତଥା ସ୍ଥାନ ନିକଟକୁ ଯିବା ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେବା ଭଳି ହୋଇଥାଏ । ଯେଉଁଠି ମୃତ୍ୟୁ ସୁନିଶ୍ଚିତ । ଇଂଲଣ୍ଡରେ ରହିଛି ଏକ ଚେୟାର ଯାହା ଦିନେ ମୃତ୍ୟୁର ତାଣ୍ଡବ ରଚିଥିଲା ।
Killer-Chair
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)