• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Education System

Odisha's Oldest Sanskrit School
ଦିନଟେ ହେଲେ ସ୍କୁଲ୍‌ ମାଟି ମାଡ଼ିନାହାନ୍ତି; ହେଲେ ରେଜିଷ୍ଟର୍‌ରେ ନାଁ ଗଡ଼ୁଛି

ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

Education System
ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା..

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

Education System
ଏ କେମିତିକା ଶିକ୍ଷା ବ୍ୟବସ୍ଥା? ମାତ୍ର ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା?

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

Education System
ସ୍କୁଲ୍‌ରେ ନାହାନ୍ତି ଶିକ୍ଷକ, ନିଜକୁ ନିଜେ ପାଠ ପଢ଼ାଉଛନ୍ତି ପିଲା

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା । ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା । ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball । ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି । ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।

OTV Brings Education Dept Apathy To Fore BEO Directs Lodged Complaint
ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାକୁ ଆଣିଲେ OTV ସାମ୍ବାଦିକ, ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ BEO...

ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Education Minister
ଏଣିକି କଲେଜ-ୟୁନିଭର୍ସିଟିରେ ପଢ଼ା ହେବ ନୈତିକତା, ୨୫ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।