Advertisment

ଡ୍ରାଗନ ଫ୍ରୁଟ ଚାଷକରି ଚର୍ଚ୍ଚାରେ ଗାଡି ଚାଳକ

କ୍ଷେତରେ ଫଳିଛି ଲାଲ ଟହ ଟହ ସ୍ୱାଦିଷ୍ଟ ଡ୍ରାଗନ ଫ୍ରୁଟ। ଦେଖିବାକୁ ଯେମିତି ମନଲୋଭା ସ୍ୱାଦବି ସେମିତି ନିଆରା। ବଗିଚାରେ ଧାଡିକି ଧାଡି ହୋଇ ଲାଗିଛି ଏହି ବିଦେଶୀ ଫଳ। ଏହାକୁ ଚାଷ କରିଛନ୍ତି ଜଣେ ଡ୍ରାଇଭର ।

author-image
Santosh Kumar Sahoo

କ୍ଷେତରେ ଫଳିଛି ଲାଲ ଟହ ଟହ ସ୍ୱାଦିଷ୍ଟ ଡ୍ରାଗନ ଫ୍ରୁଟ। ଦେଖିବାକୁ ଯେମିତି ମନଲୋଭା ସ୍ୱାଦବି ସେମିତି ନିଆରା। ବଗିଚାରେ ଧାଡିକି ଧାଡି ହୋଇ ଲାଗିଛି ଏହି ବିଦେଶୀ ଫଳ। ଏହି ଦୃଶ୍ୟ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡ଼ା ଶାସନ ଗ୍ରାମର। ଏଠାକାର ବାସିନ୍ଦା ସଂଗ୍ରାମ ସାହୁ ନିଜ ଚାଷ ଜମିରେ କରିଛନ୍ତି ଏହି ଡ୍ରାଗନ ଫ୍ରୁଟ ଚାଷl ସଂଗ୍ରାମ ପେଶାରେ ଜଣେ ଗାଡି ଚାଳକ ହୋଇଥିବା ବେଳେ ଫୁରସତ ସମୟରେ କରିଥାନ୍ତି ଏହି ଚାଷ।

Advertisment
Dragon Fruit Farming
Advertisment
Advertisment