Advertisment

ଭୟଙ୍କର ଡିଜେ ଲଢେଇ

ବ୍ରହ୍ମପୁରରେ ଡିଜେ ଲଢେଇ । ଶକ୍ତିଶାଳୀ ଦେଖେଇହେବାକୁ ଦୁଇ ଡିଜେ ଗାଡ଼ି ମଧ୍ୟରେ ଭୟଙ୍କର ପ୍ରତିଯୋଗିତା। ପରସ୍ପରକୁ ଧକ୍କା ଦେଇ ଚାଲିଲା ଶକ୍ତି ପରୀକ୍ଷା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିମଖଣ୍ଡି ତାନା ଫୁଲଟା ଗାଁରେ ।

author-image
Chinmayee Sahoo

DJ Music
Advertisment
Advertisment