Advertisment

Special Story: ଶୋଭାଯାତ୍ରା ବେଳେ କାଳ ସାଜିଲା ଡିଜେ

ଡିଜେ ଗାଡ଼ି ବିଦ୍ୟୁତ୍ ତାର ଲାଗିଯିବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

author-image
Santosh Kumar Sahoo

କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର। ବାହୁନି ବାହୁନି ଭୁଇଁରେ ଲୋଟି ପଡୁଛନ୍ତି ପରିଜନ। ଶୋଭାଯାତ୍ରା ବେଳେ କାଳ ସାଜିଲା ଡିଜେ। ଆଉ ନେଇଗଲା ୨, ୨ଟି ଜୀବନ। ଭଦ୍ରକ ତିହିଡ଼ିରେ ପାଟୁଆ ଯାତ୍ରା ବେଳେ ଘଟିଛି ବଡ଼ ଅଘଟଣ। ଡିଜେ ଗାଡ଼ି ବିଦ୍ୟୁତ୍ ତାର ଲାଗିଯିବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment
DJ Music Bhadrak
Advertisment
Advertisment