ମଣ୍ଡିରେ ମହାଦୁର୍ନୀତି ଅଭିଯୋଗ । କେଉଁଠି ଓଜନରେ ସିଧା ଠକେଇରେ ତ କେଉଁଠି କଟନି ଛଟନି। ତ୍ରାହି ତ୍ରାହି ଡାକିଲେଣି କଳାହାଣ୍ଡିର ଧାନ ଚାଷୀ । ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।
Published By: Satyendu Shekher Mishra
Last updated: 28 December 2023, 02:20 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।