Advertisment

Naba Das Murder Case:CBI ଚିଠି ରେଡି ମୁଖ୍ୟମନ୍ତ୍ରୀଙ୍କ ଅନୁମତିକୁ ଅପେକ୍ଷା

ନବ ଦାସ ହତ୍ୟା ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ,‘ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ ।'

author-image
Deviprasad Jena

ନବ ଦାସ ହତ୍ୟା ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ,‘ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ । CBI ତଦନ୍ତ ନେଇ ଲେଟର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ । ତାଙ୍କ ଦଳର ଲୋକଙ୍କ ଜରିଆରେ ଆପ୍ରୋଚ ପାଇଁ ବହୁ ଚେଷ୍ଟା କରିଛୁ। ସବୁଆଡୁ ହତାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଡାଇରେକ୍ଟ ଆପ୍ରୋଚ କରିଛୁ। ପୂରା ଭରସା ଅଛି ମୁଖ୍ୟମନ୍ତ୍ରୀ ଅନୁମତି ଦେଲେ CBI ତଦନ୍ତ ଲେଟର ଦେବୁ। କ୍ରାଇମବ୍ରାଞ୍ଚ ଷ୍ଟେଟମେଣ୍ଟ ରେକର୍ଡ କରିବା ମଧ୍ୟ ମତ ରଖି ଦୀପାଳି କହିଛନ୍ତି,‘ଆମ ପରିବାର ତରଫରୁ ଯାହା ଷ୍ଟେଟମେଣ୍ଟ ଦେବାର ଥିଲା ଦେଇଛୁ । ଆମ ଷ୍ଟେଟମେଣ୍ଟ ଆଧାରରେ ତଦନ୍ତ ଆଗକୁ ଯିବ ବୋଲି ଆଶା । ସରକାରରେ ଥିବା ଲୋକ ପରିବାରକୁ ବହୁତ ଆକ୍ଷେପ କରିଛନ୍ତି।'

Advertisment
CBI Naba Das Deepali Das Mohan Majhi
Advertisment
Advertisment