• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crimes In Odisha

Class 10 girl student was on her way to school reportedly to bring admit card for the upcoming board
ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

Bihitrananda Murder Case in Kendrapada
ଅପହରଣକୁ ବିରୋଧ କରିବାରୁ ଜଘନ୍ୟ ହତ୍ୟା, ୪ ଅଟକ

ଅପହରଣକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ରାଜନଗର ଥାନା ଜୁଣାପଙ୍ଗରାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର।

swiggy boy at dhauli police station
ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।

Fake call
104 ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌: ଫୋନ୍‌ ଉଠାଇବା ମାତ୍ରେ ଶୁଭୁଛି ଅଶ୍ଳୀଳ ଭାଷା

୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଫେକ କଲ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏଭଳି କଲ କରିବା ଫଳରେ କର୍ମଚାରୀ ହଇରାଣ ହେଉଥିବାବେଳେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି।

clash over past enmity
ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି। 

Hyder
କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।

Gangster Hyder
ପୋଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।

Mohit and Sonali
ଦିନେ ଗୁଳିଫୁଟାକୁ ନେଇ ଚର୍ଚ୍ଚାରେ ଥିଲେ, ଏଥର ଟାଟୁକୁ ନେଇ ତୋଫାନ

ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି। 

wild boar Attack
ପଶୁଙ୍କ ପାଇଁ ଫାଶ ବସିଥିଲା, ମଣିଷ ଫସିଗଲା

ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ।

ACFO Death Mystery
ସରକାରୀ କ୍ୱାର୍ଟର୍‌ରୁ ମିଳିଲା ଲାପଟପ୍‌ ସହ ACF ସୌମ୍ୟରଂଜନଙ୍କ ହାତଲେଖା

୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଯାହାକୁ ଜବତ କରିଛି ପୋଲିସ। 

ACF Killed paralakhemundi
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସନ୍ଦେହ, ପତ୍ନୀଙ୍କୁ ପରିବାରର ଆଙ୍ଗୁଳି ନିର୍ଦେଶ

ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

odisha
୫ ଘଣ୍ଟାର ଛକାପଞ୍ଝା ପରେ ଧରାପଡ଼ିଲା ଅପରାଧୀ

ବାଲେଶ୍ୱର: ୫ ଘଣ୍ଟାର ଛକାପଞ୍ଝା ପରେ ପୁଲିସ୍‌ ହାତରେ ଧରାପଡ଼ିଲା ଅପରାଧୀ। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରେମୁଣା ଶ୍ୟାମରାଇପୁର ଗାଁରୁ ଜଣେ ଅପରାଧୀକୁ ପୁଲିସ୍‌ କାବୁ କରିଛି। ଧରା ପଡ଼ିଥିବା ଏହି ଅପରାଧୀର ନାଁ ଈଶ୍ୱର ମହାଳିକ। ଏକ ବଡ଼ ଲୁଟ୍‌ରେ ଇଶ୍ୱରର ସମ୍ପୃକ୍ତି ଜାଣି ଆଜି ସକାଳେ ତାକୁ ଧରିବା ପାଇଁ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍‌ ଟିମ୍ ଶ୍ୟାମରାଇପୁର ଗାଁକୁ ଯାଇଥିଲେ। ହେଲେ ଇଶ୍ୱରକୁ ଧରିବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ […]

Builder Arrested
ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।

Pardaphas Ep 68 | 17 SEP 2020 | ସମ୍ପତ୍ତି ଲୋଭ ପାଇଁ ଘଟାଇଲେ ଅମାନୁଷିକ କାଣ୍ଡ
Pardaphas Ep 68 | 17 SEP 2020 | ସମ୍ପତ୍ତି ଲୋଭ ପାଇଁ ଘଟାଇଲେ ଅମାନୁଷିକ କାଣ୍ଡ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves