Advertisment

କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ

ଓଡ଼ିଶାରେ ଆଇନ୍‌  ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍‌  ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧୀକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି ।

author-image
Namita Biswal
ଅଦ୍ୟତନ ହୋଇଛି

ଓଡ଼ିଶାରେ ଆଇନ୍‌  ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍‌  ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧୀକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି । ରାଜ୍ୟରେ ନୂଆ କରି ବିଜେପି ସରକାର ଆସିଥିବାରୁ ବିରୋଧୀ ବିଜେଡି ଓ କଂଗ୍ରେସ ଘନ ଘନ ଆକ୍ରମଣ କରୁଛନ୍ତି । ବିଜେଡି କହିଛି, ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ । ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଆଇନ ଶୃଙ୍ଖଳା ଘଟୁଛି ।  ଭରତପୁର ଘଟଣା ଲଜ୍ଜାଜନକ । 

Advertisment
Odisha Police Crime In Odisha Chief Minister Mohan Majhi
Advertisment
Advertisment