• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

BJP Vs Congress
BJP Targets Congress: ଆମେରିକାର ନିଷ୍ପତ୍ତି ପରେ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍‌ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି । 

କଂଗ୍ରେସକୁ ଭରସା ଏବେ ଭକ୍ତ ଦାସ
Congress New PCC President: କ’ଣ ହେବ ନୂଆ ପିସିସି ସଭାପତିଙ୍କ ରଣକୌଶଳ ? 

କଳାହାଣ୍ଡି ଲୋକସଭା ଆସନରୁ ତିନିଥର ସାଂସଦ ଥିବା ଶ୍ରୀ ଦାସ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଯୁବ ବ୍ୟାପାର ଏବଂ କ୍ରୀଡା ଉପମନ୍ତ୍ରୀ ଏବଂ ୧୯୯୦ ରୁ ୧୯୯୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ।

କଂଗ୍ରେସକୁ ଫେରିବେ ସୌମ୍ୟ !
ପୁଣି କଂଗ୍ରେସକୁ ଫେରିବେ ସୌମ୍ୟ !

ନୂଆ ପିସିସି ଭାବେ ଭକ୍ତ ଦାସଙ୍କ ନାଁ କଂଗ୍ରେସ ଘୋଷଣା କରିବା ପରେ ଫୁଲ୍‌ ଆକ୍ଟିଭରେ ଅଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ।

soumya
Soumya pattnayak: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

୧୨ ବର୍ଷ ତଳେ ଦଳ ମୋତେ ବହିଷ୍କାର କରିଥିଲା। ତେବେ ବହିଷ୍କାର ପଛର କାରଣ ଆଜିଯାଏଁ ଖୋଜି ପାଉନି ବୋଲି କହିଛନ୍ତି ସୌମ୍ୟରଞ୍ଜନ।

Unprecedented Challenge Looms Large for BJD
Unprecedented Challenge Looms Large for BJD: ବିଜେଡି ପାଇଁ କାଳ ଭକ୍ତ, ପ୍ରଫୁଲ୍ଲଙ୍କୁ ଧରାଇଦେଲେ ଲଲିପପ୍‌ 

ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ।

sura
Sura routray Return: ଘର ୱାପସୀ କଲେ ସୁର ରାଉତରାୟ

ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।

BJP
Tara Prasad Bahinipati Criticized: ତାରା କହିଲେ, ମନ୍ତ୍ରୀଙ୍କ ଏଜେଣ୍ଟମାନେ ଠନ୍‌ଠନ୍‌ କରୁଛନ୍ତି

ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।

BJD
Prafulla Majhi: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।

Will Old Leaders Return to Congress Bhavan
କଂଗ୍ରେସ ଭବନରେ ଦେଖିବାକୁ ମିଳିବ କି ପୁରୁଣା ନେତାଙ୍କ ମୁହଁ ?

କଂଗ୍ରେସ ଭବନରେ ଦେଖିବାକୁ ମିଳିବକି ପୁରୁଣା ନେତାଙ୍କ ମୁହଁ ? ନୂଆ ପିସିସି ସଭାପତିଙ୍କ ସାହାଣମେଳା ପରେ ବଢିଲା ଚର୍ଚ୍ଚା। ନିଲମ୍ବନ ପ୍ରତ୍ୟାହାର ପରେ ପୁରୁଣା ମୁହଁ ଫେରିବା ନେଇ ଚର୍ଚ୍ଚା।

Congress
କଂଗ୍ରେସ ମୋ ଜୀବନ

କଂଗ୍ରେସ ମୋ ଜୀବନ। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ କାଢିଥିଲେ। ଏମିତି କହି ବରିଷ୍ଠ କଂଗ୍ରେସ ନେତା ଭୋ ଭୋ ହୋଇ କାନ୍ଦିଲେ ।

Sura Routray
Sura Routray Returns: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି।

ନେତାଙ୍କ ଉପରୁ ହଟିଲା ନିଲମ୍ବନ ନିର୍ଦ୍ଦେଶ
Bhakta Das: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା ।

Crime
ଚୋରି ବିଦ୍ୟାରେ ଧୂରନ୍ଧର ଆନ୍ଧ୍ରର ସ୍ପାଇଡର୍‌ ସତୀଶ

୭୦ ମାମଲାରୁ ୩୦ଟି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି। ଟଙ୍କା ହେଉ ଅବା ଗହଣାଗାଣ୍ଠି। ଯାହା ପାଇବ ଲୁଟିନେବ। ସେହି ଧନ ସମ୍ପତ୍ତିରେ ସଉକ କରୁଥିଲା। ଘରେ ରଖିଥିଲା ବିଦେଶୀ କୁକୁର। କୁକୁର ଖେଳୁଥିବା ବଲ୍‌ର ମୂଲ୍ୟ ଲକ୍ଷେ ଟଙ୍କା।

Niranjan patnaik
Spider Satish: ସ୍ପାଇଡର୍ ସଉକ୍ ଏମିତି ... କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କାର ବଲ୍

ଚୋର ସ୍ପାଇଡର୍ ସତୀଶର ଥିଲା ଅଲଗା ଦୁନିଆ। ରାତିରେ ଚୋରି କରୁଥିଲା, ଦିନରେ ସୌଖିନ ଜୀବନ ଜିଉଁଥିଲା। ବଞ୍ଚିବାର ଥିଲା ଅଲଗା ଅନ୍ଦାଜ୍।

BJD
BJD Supremo in Tension: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ

ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।

ମୁଖିଆ ହେବି, ମୁଖ୍ୟମନ୍ତ୍ରୀ ହେବିନି
ଭକ୍ତଙ୍କ ନାହିଁ କ୍ଷମତା ଲୋଭ

ଆସନ୍ତା ୧୮ ତାରିଖରେ ଓଡ଼ିଶା ଫେରିବେ ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ।

Niranjan Patnaik
Niranjan Patnaik: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲା ସ୍ପାଇଡର୍ ଶକ୍ତି, ଗୁଗୁଲ ସର୍ଚ୍ଚ କରି ପାଇଥିଲା ରାସ୍ତା

ଚୋରଟି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘର ସମାନ ଢଙ୍ଗରେ ଗୁଗୁଲ୍ ସର୍ଚ୍ଚ କରି ପାଇଥିଲା। ନିରଞ୍ଜନଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଥିଲା। ପୁଲିସ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Niranjan patnaik
Niranjan Patnaik: ନିରଞ୍ଜନଙ୍କ ଘରୁ ଚୋରି: ଧରାପଡ଼ିଲା ହାଇପ୍ରୋଫାଇଲ୍ ଚୋର

ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।

Odisha Budget Session
Odisha Budget Session 2025: ସରଗରମ ହେବ ବଜେଟ୍ ଅଧିବେଶନ; ସରକାରଙ୍କ ଉପରେ ଭାରି ପଡ଼ିପାରନ୍ତି ବିରୋଧି

ବିରୋଧିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧିଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ ।

Congress
We Will Go Door-To-Door? ପଦଯାତ୍ରାରେ ଗାଁକୁ ଗାଁ ଯିବି, ଲୋକଙ୍କୁ ଭିକ ମାଗିବି...

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।

PCC President
ଭକ୍ତ ଦାସ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ

ଭକ୍ତ ଦାସ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ । ପିସିସି ସଭାପତି ନିଯୁକ୍ତ ହେବାପରେ ଓଟିଭିକୁ ଭକ୍ତଙ୍କ ପ୍ରତିକ୍ରିୟା । କହିଲେ କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ । ଦଳ ପାଇଁ ଲୋକଙ୍କ ପାଖକୁ ଯାଇ ୧୦୦ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି ।

PCC President
Bhakta Charan Das New PCC President: ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି

ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।

BJP
ପଦ୍ମ ଝଡ଼ରେ ଉଡ଼ିଗଲା ଝାଡୁ, କଂଗ୍ରେସର ଖାତା ଶୂନ୍

ଦୀର୍ଘ ୨୭ ବର୍ଷ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ହେବା ମାତ୍ରେ ହିଁ ଆଗୁଆ ଚାଲିଥିଲା ପଦ୍ମ ଦଳ।

Delhi election result 2025 memes viral on social media
Delhi Election: ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ମଜାଳିଆ ମିମ୍ସ ଭାଇରାଲ୍

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(AAP) ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ମଧ୍ୟ ଅମାନତ ହରାଇଛି। ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ଏବେ ଅନେକ ମଜାଳିଆ ମିମ୍ସ ଭାଇରାଲ୍ ହେବାରେ ଲାଗିଛି।

Delhi Assembly Election
Delhi Assembly Election: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।