Advertisment

ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ କୋରାପୁଟ ଜିଲ୍ଲାରେ ହୋଇପାରୁନି କାର୍ଯ୍ୟକାରୀ

କଫି ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ ଓ ସେମାନଙ୍କ ଅର୍ଥନୈତିକ ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୋରାପୁଟ କଫିର ସମ୍ପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତି ବି ନିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ଉତ୍ସାହ ରହିଛି କିନ୍ତୁ ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ ଏହି ଜିଲ୍ଲାରେ କାର୍ଯ୍ୟକାରି ହୋଇ ପାରିନାହିଁ....

author-image
Santosh Kumar Sahoo

ଦେଶ ବିଦେଶରେ କୋରାପୁଟ କଫିର ଚାହିଦା ରହିଛି। ବର୍ତ୍ତମାନ ବିଶ୍ଵ ବଜାରରେ ବିଭନ୍ନ ନାମୀଦାମୀ କଫି ବ୍ରାଣ୍ଡ ସହିତ ପ୍ରତିଦ୍ବନ୍ଦିତା କରୁଛି କୋରାପୁଟ କଫି । ଏହି କଫି ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ ଓ ସେମାନଙ୍କ ଅର୍ଥନୈତିକ ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୋରାପୁଟ କଫିର ସମ୍ପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତି ନିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ଉତ୍ସାହ ବି ରହିଛି । ତେବେ ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ ଏହି ଜିଲ୍ଲାରେ କାର୍ଯ୍ୟକାରି ହୋଇ ପାରିନାହିଁ...

Advertisment
Odisha News Koraput Coffee
Advertisment
Advertisment