ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା ଅଦ୍ୟାବଧି ତାଇଓ୍ୱାନ୍। ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ।
ଚୀନ୍ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।
ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି
ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା
ତାଇଓ୍ୱାନ୍ ପ୍ରସଙ୍ଗରେ ବେଜିଂକୁ ବାଇଡେନଙ୍କ ଖୋଲା ଚେତାବନୀ । ଚୀନ୍ ବଳପ୍ରୟୋଗ କଲେ ଆମେରିକା ହସ୍ତକ୍ଷେପ ଲାଗି ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ଲଗାତାର ଦୁଇଦୁଇ ଥର ରାଷ୍ଟ୍ରପତି ହେବା ପରେ ପୁଣି ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବେ କି ଜିନପିଙ୍ଗ୍? ନା ଏଥର ନୂଆ ରାଷ୍ଟ୍ରପତି ପାଇବ ଚାଇନା?
ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି
ଚାଇନାରେ ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଦେଖନ୍ତୁ କିପରି ରନ୍ ୱେ ଉପରେ ହୁତୁ ହୁତୁ ହୋଇ ଜଳୁଛି ବିମାନ ।
ଗୁରୁବାର ସକାଳେ ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଟେକ୍ ଅଫ୍(ଉଡ଼ାଣ ଭରିବା) ବେଳେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ପାକିସ୍ତାନ ସେନାକୁ ବେଲୋଚ୍ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ । ପାହାଡ଼ କି ଅଗମ୍ୟ ଉପତ୍ୟକାରେ ନୁହେଁ... ଏଣିକି ଲାହୋର, କରାଚି ଓ ଇସଲାମାବାଦ୍ରେ ହେବ ମୁକାବିଲା । କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ବେଲୋଚ୍ ବିଦ୍ରୋହୀ
ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି। ଆସନ୍ତା ଜୁନ ମାସରୁ ଦ୍ୱିତୀୟ ପୃଥିବୀ ଖୋଜା ଅଭିଯାନ ଆରମ୍ଭ ହେଉଥିବା କୁହାଯାଉଛି...
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଇନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ। ଦେଖନ୍ତୁ ଏହି ଦୁଇଟି ଭିଜୁଆଲ୍...
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।
ବିଶ୍ୱକୁ କରୋନା ମହାମାରୀ ଭଳି ମହାବିପତ୍ତି ଦେଇଥିବା ଚୀନ୍, ପ୍ରାଥମିକ ପର୍ଯ୍ୟାୟ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲା । ମାତ୍ର ଏବେ ସାରା ବିଶ୍ୱ ଏକପ୍ରକାର ଆଶ୍ୱସ୍ତ ହୋଇଥିବା ବେଳେ, ଚୀନରେ କିନ୍ତୁ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ମହାମାରୀ । ବିଶେଷତଃ ସାଂଘାଇର ସ୍ଥିତି ସଂଗୀନ । ସାଂଘାଇ ସହରରରେ ସଂର୍ପୂଣ୍ଣ ଲକଡାଉନକୁ ନେଇ ବିପର୍ଯ୍ୟସ୍ତ ହୋଇପଡିଛି ଜନଜୀବନ । ସେହିପରି ଲକଠାଉନ ଯୋଗୁଁ ଚୀନ ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢିଯାଇଛି ।
ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।
ବର୍ତ୍ତମାନ ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସହରର ସଂଘାଇରେ ଦୁଇ ପର୍ଯ୍ୟାୟରେ ଲକଡାଉନ କରାଯାଇଛି । ଏଠାରେ ସ୍ଥିତି ଏତେ ଖରାପ ହୋଇଗଲାଣି ଯେ ଚୀନ୍ ପ୍ରଶାସନକୁ ସେନା ପଠାଇବାକୁ ପଡ଼ିଛି
ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।
ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ଚୀନର ଇସାରା ପରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ଋଷିଆ ! ୟୁକ୍ରେନ-ଋଷିଆ ମହାଯୁଦ୍ଧ ନେଇ ପୂର୍ବରୁ ସବୁ ପ୍ଲାନ ଜାଣିଥିଲା ବେଜିଂ? କେବଳ ଏହି ଦିନ ପରେ ଆକ୍ରମଣ କରିବାକୁ ପୁଟିନ୍ଙ୍କୁ ଅନୁରୋଧ କରିଥିଲେ ଜିନପିଙ୍ଗ୍
ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି।
ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳ ପ୍ରଦେଶର ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା ।