• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chandabali

ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ
Protest for Medical: ନିର୍ମାଣାଧୀନ ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ...ସରପଞ୍ଚଙ୍କ ସ୍ୱାମୀ ନିଜ ଗାଁକୁ ନେବାକୁ କରୁଛନ୍ତି ମସୁଧା !

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର
Anganwadi Center in Rented House: ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର...ବାର ହୀନସ୍ତା ହୋଇ ପାଠ ପଢୁଛନ୍ତି କୁନି କୁନି ପିଲା

ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।

This family in Odisha’s Chandbali forced to share house with cow
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଗୁହାଳରେ କଟୁଛି ଦିନ

ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।

Divyang woman
ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ

youth found dead
ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।