Nari Panda
CCTVରେ ନରୀ ପଣ୍ଡା । ତୁଳସୀ ଗଣନାଟ୍ୟ ମାଲିକଙ୍କୁ ଭେଟିବାକୁ ଆସୁଥିବାର ଭିଡ଼ିଓ ଭାଇରାଲ୍ । ସେଦିନ ସେ ହାତରେ କ’ଣ ଧରି ଢାବାକୁ ଆସିଥିଲେ ? ବ୍ୟାଗ ଭିତରେ ମାଲିକଙ୍କ ଠାରୁ ଅଗ୍ରୀମ ନେଇଥିବା ୧୦ ଲକ୍ଷ ଟଙ୍କା ନଥିଲା ତ ? ନରୀ ପଣ୍ଡାଙ୍କୁ ଯାତ୍ରା ମାଲିକଙ୍କ ମାଡ଼ ମାମଲାରେ ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ CCTV ଭିଜୁଆଲ୍ । ଏହାକୁ ସାର୍ବଜନୀନ କଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)