• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Begging For Livelihood

ପାକିସ୍ତାନରେ ଭିକାରୀ ପରିବାର ଦେଲେ ରାଜକୀୟ ଭୋଜି
Celebration by Beggars: ଭିକ ମାଗି ଚଳୁଥିଲେ, ଭୋଜିରେ ଖର୍ଚ୍ଚ କଲେ ୩୮ ଲକ୍ଷ

ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।

Divyang Man Begs By Singing
ମୁଁ ବି ବାଜିଗର

ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।

Begging For Livelihood
ପେଟ ପାଇଁ ନାଟ; ଗୀତ ଗାଇ ବଖାଣୁଛନ୍ତି ଯନ୍ତ୍ରଣାର କାହାଣୀ

ଯେତେବେଳେ ଭାଗ୍ୟ ଖେଳେ ଖେଳ..ଜନ୍ମରୁ ଆଖିକୁ ଦିଶୁନି, ହେଲେ ପରିବାର ବୋଝ ବୋହିଚାଲିଛନ୍ତି। ସକାଳ ହେବା ମାତ୍ରେ ଦୁଇ ନାବାଳକ ପୁଅଙ୍କୁ ଏମିତି ଧରି ଗୀତ ଗାଉଛନ୍ତି, ଆଉ ଭିକ୍ଷାବୃତ୍ତି କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ କଷ୍ଟେମଷ୍ଟେ ଚଳୁଛି ପରିବାର