Advertisment

ମୁଁ ବି ବାଜିଗର

ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।

author-image
Sonali Ojha

ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।

Advertisment
Begging For Livelihood
Advertisment
Advertisment