BABA-PREMANAND
ପାପ ଧୋଇବାର ମେସିନ୍ ନୁହନ୍ତି ବାବା । ବାବାଙ୍କୁ ପାଖକୁ ପଳାଇଲେ ପାପ ଧୋଇଯିବନି । ଖାଲି ଇମେଜ୍ ମେକିଂ ପାଇଁ ସମସ୍ତେ ଯାଉଛନ୍ତି । ବାବା ପ୍ରେମାନନ୍ଦଜୀ ମହାରାଜଙ୍କ ଉପରେ ଏମିତି କିଛି କଥା କହି ଏବେ ବିବାଦରେ ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ୍ । କହିଲେ, ବାବା ପ୍ରେମାନନ୍ଦ ପାପ ଧୋଇବାର ମେସିନ୍ ନୁହନ୍ତି । ଏ କଥାକୁ ନେଇ ଅଭିନେତାଙ୍କ ଉପରେ ତାତିଛନ୍ତି ଲୋକେ । ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରୁଛନ୍ତି । କିଛି ଲୋକ ତ ଗାଳି ବି ଦେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)