/odishatv-khabar/media/media_files/2025/11/21/panchang-2025-11-21-08-01-03.jpg)
Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୧ ତାରିଖ ଶୁକ୍ରବାର ।
ଚନ୍ଦ୍ର – ବିଛା ଅହୋରାତ୍ର
ତିଥି – ପ୍ରତିପଦ ଦିବା ୦୨.୪୭ ଗତେ ୨ୟା
ଘାତଚନ୍ଦ୍ର – ନାସ୍ତି
ଘାତବାର – ବିଛା , ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ – ଦିବା ୦୨.୪୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
Advertisment
ଶୁଭ ସମୟ-
ପ୍ରାତଃ – ୦୬.୦୨ ରୁ ୦୬.୪୬
ପ୍ରାତଃ – ୦୭.୩୦ ରୁ ୦୮.୪୭
ଦିବା – ୧୧.୫୪ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୫.୦୨
ସନ୍ଧ୍ୟା – ୦୫.୫୪ ରୁ ୦୮.୧୭
ରାତ୍ରି – ୧୧.୫୮ ରୁ ୦୧.୪୨
ରାତ୍ରି – ୦୨.୩୪ ରୁ ୦୪.୧୮
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୦୯ ରୁ ୧୧.୩୨
କାଳବେଳା - ଦିବା ୧୦.୦୯ ରୁ ୧୧.୩୨
ବାରବେଳା- ଦିବା ୦୮.୪୭ ରୁ ୧୦.୦୯
କାଳରାତ୍ରି – ରାତ୍ରି ୦୮.୧୭ ରୁ ୦୯.୫୫
Advertisment
Advertisment



Related Articles
Jay Dholakia Returns: ଦୁଇ ମାସରେ ବଦଳିଗଲା ଭାଗ୍ୟ ! ବାପାଙ୍କ ଜନ୍ମଦିନରେ ବିଧାୟକ ଭାବେ ଶପଥ ନେଲେ ଜୟ
POSTED

OSRTC Driver Dies : ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ , ବିଜୟନଗରମରୁ ମାଲକାନଗିରି ଆସୁଥିଲା OSRTC ବସ
POSTED

No Justice for 4 Months: ଗାଁରେ ଚୋରୀ ପରେ ଖଟ ବୁଲାଇ ୫ ଲକ୍ଷ ଟଙ୍କା ଫାଇନ୍ , ବିତିଲା ୪ ମାସ...ତଥାପି ମିଳୁନି ନ୍ୟାୟ
POSTED

Subarnapur Village: ଦୀର୍ଘ ବର୍ଷ ପରେ ସୁବର୍ଣ୍ଣପୁର ଦେଖିବ ବିଜୁଳି ଆଲୁଅ , ଇଲେକ୍ଟ୍ରି ବଲବରେ ପାଠ ପଢିବେ ପିଲା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)