ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି। ଚଳିତ ଥର ଜନ୍ମଦିନ ବିରାଟ୍ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି ଏକ ଖୁସି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଛନ୍ତି ବିରାଟ୍। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହୋଇଛି। Happy B'day my love. The […]
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ କମେଡି ପ୍ରତି ମନ ବଳେଇଛନ୍ତି। ଭୌତିକ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିସାରିବା ପରେ ଅନୁଷ୍କା ଏବେ କମେଡି ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସବୁ ପ୍ରୋଜେକ୍ଟକୁ ସାରି କମେଡି ଫିଲ୍ମ କରିବାକୁ ସ୍ଥିର କରିଛନ୍ତି। ଏନ୍ଏଚ୍-୧୦,ଫିଲୌରୀ ଓ ପରୀ ପରି ଫିଲ୍ମ ନିର୍ମାଣ କରିସାରିଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜନା ସଂସ୍ଥା କ୍ଲିନ୍ ସ୍ଲେଟ୍ ଫିଲ୍ସ। ଅନୁଷ୍କାଙ୍କର ଏହି […]
ମୁମ୍ବାଇ : ୨୦୧୭ରେ ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ।। ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଶୁଣାଯାଉଛି ଅନୁଷ୍କା ଗର୍ଭବତୀ ଅଛନ୍ତି। ଆପଣ ବି କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ’ଣ ଜାଣନ୍ତୁ। Chilling and how! ? pic.twitter.com/GaRCzSWFCZ — Virat Kohli (@imVkohli) March 11, 2018 କୋହଲି […]