Advertisment

କାନ୍ଦିଲେ ବିରାଟ, ନାଚିଲେ ଅନୁଷ୍କା

ବିରାଟଙ୍କ ଆଖିରୁ ଝରୁଥିଲା ଲୁହ । ହସି ହସି ନାଚୁଥିଲେ ଅନୁସ୍କା । RCB ବିଜୟରେ ହଠାତ୍‌ ଦେଖିବାକୁ ମିଳିଥିଲା ଏମିତି କିଛି । ଇମୋସନାଲ୍ ହୋଇ ପଡ଼ିଆ ମଝିରେ ଭାବୁକ ହୋଇ ପଡ଼ିଥିଲେ କିଙ୍ଗ କୋହଲି ।

author-image
Tapaswini Nayak

ବିରାଟଙ୍କ ଆଖିରୁ ଝରୁଥିଲା ଲୁହ । ହସି ହସି ନାଚୁଥିଲେ ଅନୁସ୍କା । RCB ବିଜୟରେ ହଠାତ୍‌ ଦେଖିବାକୁ ମିଳିଥିଲା ଏମିତି କିଛି । ଇମୋସନାଲ୍ ହୋଇ ପଡ଼ିଆ ମଝିରେ ଭାବୁକ ହୋଇ ପଡ଼ିଥିଲେ କିଙ୍ଗ କୋହଲି । ତାଙ୍କ ଆଖିରୁ ଝରି ଆସିଥିଲା ଖୁସିର ଲୁହ । ଆଖି ଛଳଛଳ ହୋଇଯାଇଥିଲା । ନିଜ ଇମୋସୋନକୁ ଆଉ ରୋକି ପାରି ନଥିଲେ ।

Advertisment
Anushka Sharma IPL
Advertisment
Advertisment