Advertisment

ଦ୍ବିତୀୟ ବିବାହ କଲେ ଅଭିନେତା ଅନୁଭବ ମହାନ୍ତି

ଅଭିନେତ୍ରୀ ବର୍ଷାଙ୍କୁ ପ୍ରଥମ ବିବାହ କରିଥିଲେ ଅନୁଭବ। ତେବେ ତାଙ୍କ ସହ ଛାଡ଼ପତ୍ର ହେବା ପରେ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ।

author-image
Santosh Kumar Sahoo

ଦ୍ବିତୀୟ ବିବାହ କଲେ ଆକ୍ଟର ଅନୁଭବ ମହାନ୍ତି। ବହୁ ଚର୍ଚ୍ଚାର ଅବସାନ ଘଟାଇ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କର ହାତ ଧରିଛନ୍ତି ଅନୁଭବ। ଦିଲ୍ଲୀର ତ୍ୟାଗରାଜ ନିକଟ ଜଗନ୍ନାଥ ମନ୍ଦିରରେ ଅନୁଭବ ବିବାହ କରିଛନ୍ତି। ତେବେ ଅନୁଭବଙ୍କ ଏହି ବିବାହକୁ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଅଭିନେତ୍ରୀ ବର୍ଷାଙ୍କୁ ପ୍ରଥମ ବିବାହ କରିଥିଲେ ଅନୁଭବ। ତେବେ ତାଙ୍କ ସହ ଛାଡ଼ପତ୍ର ହେବା ପରେ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ।

Advertisment

.

Anubhav Mohanty
Advertisment
Advertisment