/odishatv-khabar/media/media_files/2026/01/30/anubhav-mohanty-2026-01-30-13-47-02.jpg)
Anubhav Mohanty Photograph: (OTV)
ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡୁଆ। ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଏଥି ସହିତ ଅନୁଭବଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ। ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ପତ୍ନୀ ବର୍ଷା ।
Advertisment
ଅନୁଭବଙ୍କ ଘରେ ଥିବା ବେଳେ ସେ ମାନସିକ ନିର୍ଯାତନା ପାଉଥିବା ଅଭିଯୋଗ କରିଥିଲେ । ଏନେଇ ନିମ୍ନ ଅଦାଲତରେ ଚାଲିଥିଲା ମାମଲା। ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ।
Advertisment



Related Articles
ED Interrogates Sand Mafia: ଘାଣ୍ଟୁଛି ଇଡି, ବାଲି କାରବାର ନେଇ ଝାଳବୁହା ଜେରା
POSTED

Cashew Scam: ମାତିଛନ୍ତି ଠକ... ଉପରେ କାଜୁ, ଭିତରେ ନକୁଳଦାନା
POSTED

Gold And Silver Rate Update: ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା, ରୁପା ଦର
POSTED

Serial Theft at Four Temples: ୪ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସୁନା, ରୁପା ଅଳଙ୍କାର ସହ ଦାନବାକ୍ସ ଲୁଟି ନେଲେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)