• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Andhra Pradesh

Andhra Governor BiswoBhusan Harichandan
ଆନ୍ଧ୍ର ସରକାରଙ୍କ ଉପରେ ଖପ୍ପା ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।

Andhra Pradesh
ଓଡ଼ିଶା ସୀମାରେ ପଶି ଜନ ସଂପର୍କ ଶିବିର ଆୟୋଜନ କରିଛି ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

Odias Celebrate Durga Puja In Visakhapatnam
ନବମୀ ପୂଜା ପାଇଁ ଚଳଚଚଂଳ ବିଶାଖାପାଟନା ସହର

ନବମୀ ପୂଜା ପାଇଁ ଚଳଚଚଂଳ ବିଶାଖାପାଟନା ସହର। ଆନ୍ଧ୍ର ସରକାରଙ୍କ ଅନୁମତି ପରେ କଟକଣା ମଧ୍ୟରେ ପ୍ରବାସୀ ଓଡ଼ିଶା ପାଳୁଛନ୍ତି ପୂଜା

kotia
ଓଡ଼ିଶାର ଗାଁରେ ଆନ୍ଧ୍ରର ଫଳକ

କୋଟିଆ ଅଞ୍ଚଳରେ ତେଲୁଗୁ ଫଳକ ଲଗାଉଛି ଆନ୍ଧ୍ର ସରକାର। ଆଗରୁ ଏହି ଅଞ୍ଚଳର ଗାଁରେ ଓଡ଼ିଆ ଫଳକ ଲଗାଯାଇଥିଲା। ଏବେ ଆନ୍ଧ୍ର ଲଗାଉଛି ତେଲୁଗୁ ଫଳକ। ଓଡିଶା ସରକାରଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଏପରି ଘଟଣା ଘଟାଉଛି ଆନ୍ଧ୍ରପ୍ରଦେଶ।

Cyclone Effect In Andhra Pradesh
ଆନ୍ଧ୍ରରେ ଗୁଲାବର ପ୍ରଭାବ: ପ୍ରବଳ ବର୍ଷାରେ ୩ ଜିଲ୍ଲା ଉବୁଟୁବୁ

ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।

Prasad
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ପ୍ରସାଦଙ୍କୁ ଗିରଫ

ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି।

Kotia
ଓଡ଼ିଶାରେ ପଶି ଅଙ୍ଗନୱାଡ଼ି କେନ୍ଦ୍ର କରିଥିଲା ଆନ୍ଧ୍ର, ଘର ସିଲ୍‌ କଲା ଗଜପତି ପ୍ରଶାସନ

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି

spinning mall
ଦେଖୁ ଦେଖୁ ଜଳି ଗଲା ସ୍ପିନିଂ ମିଲ

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟଓ୍ୱାଡ଼ା ନିକଟ ଗ୍ୟାନଭରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏକ ସ୍ପିନିଂ ମିଲରେ ଭୟାବହ ଅଗ୍ନିକାଣ୍ଡ୍। ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବାର ସୂଚନା।

Vaizag
୨ କିଲୋମିଟର ପଛକୁ ଚାଲିଗଲା ବଙ୍ଗୋପସାଗରର ଲହଡ଼ି

ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗରରେ ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ । ୨ କିଲୋମିଟର ପଛକୁ ଚାଲିଗଲା ସମୁଦ୍ର ଲହଡ଼ି । ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ବଙ୍ଗୋପ ସାଗର ଅଂଚଳରେ ସମୁଦ୍ର କିଛି ସମୟ ଲାଗି ୨ କିଲୋମିଟର ଦୂରକୁ ଚାଲି ଯାଇଥିଲା ।

kotia-33
କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।

KOTIA
କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌

କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ ।

vlcsnap-error051
ତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ଭୁବନେଶ୍ୱର: ବଂଶଧାରା ନଦୀ ଉପରେ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ଏବେ ଗୁଣପୁରର ସାରା, ବାଡିଗାଁ ଓ ପାଲିସଂ ଅଂଚଳର ଲୋକଙ୍କ ଚିନ୍ତା ବଢିଛି । ବ୍ୟାରେଜ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା…