Advertisment

Deputy CM Ajit Pawar death: ବିମାନ ଦୁର୍ଘଟଣାର ଭୟାବହ ଚିତ୍ର; ୫ ଲୋମ ଟାଙ୍କୁରା ଫଟୋ

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ବାରାମତିରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏନ୍‌ସିପି ନେତାଙ୍କ ସମେତ ପାଞ୍ଚ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣାସ୍ଥଳରୁ ଯେଉଁ ଭୟଙ୍କର ଚିତ୍ର ଆସିଛି ତାହା ଆତ୍ମାକୁ ଥରାଇ ଦେଇଛି।

author-image
Pramod Behera
Deputy CM Ajit Pawar death

ବିମାନ ଦୁର୍ଘଟଣାର ଭୟାବହ ଚିତ୍ର Photograph: (OTV)

Ajit Pawar ajit pawar plane crash Plane Crash
Advertisment
Advertisment