• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ajay Devgn

Bollywood
ଶାହାରୁଖ-ଅମିତାଭ-ଅଜୟଙ୍କ ବିରୋଧରେ କୋର୍ଟରେ ମାମଲା

ବଡ଼ ବଡ଼ ସେଲିବ୍ରିଟି ଓ ନେତା ମନ୍ତ୍ରୀ ଏବଂ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିବାରେ ଏହି ସାମଜସେବୀ ରେସ୍‌ର ସବୁଠୁ ଆଗରେ ।

national language”
ନୂଆ ନୁହେଁ ଜାତୀୟ ଭାଷାକୁ ନେଇ ବିବାଦ : ହିନ୍ଦୀକୁ ନେଇ ପୂର୍ବରୁ ଅନେକ ଥର ଉଠିଛି ଝଡ଼

 ଖାଲି ସୁଦୀପ୍ ବନାମ୍ ଅଜୟ ଦେବଗନ୍ କାହିଁକି? ବହୁ ପୂର୍ବରୁ ଅନେକ ଥର ଉଠିଛି ଜାତୀୟ ଭାଷା ଝଡ଼ ।  ହିନ୍ଦୀ ଜାତୀୟ ଭାଷା କି ନୁହେଁ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବହୁ ବଡ଼ ବଡ଼ ହସ୍ତି  । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିଥିଲେ ଯେ, ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀରେ ନୁହେଁ ବରଂ ହିନ୍ଦୀରେ କଥାବାର୍ତ୍ତା କରିବା ଉଚି

 Hindi National Language Row
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍‌ ଦୁଇ ଭାଗ: ହିନ୍ଦୀ କ’ଣ ଜାତୀୟ ଭାଷା ?

ହିନ୍ଦୀ ଜାତୀୟ ଭାଷା ନୁହେଁ ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ। ଏହି ମନ୍ତବ୍ୟ ଏବେ ଏମିତି ବିବାଦ ସୃଷ୍ଟି କରିଛି, ଯାହାକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍‌କୁ ଦୁଇ ଭାଗ କରିଛି।

Film ‘RRR’
ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ବଡ଼ ଘୋଷଣା କଲେ ମେକର୍ସ

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।

‘RRR’ Release Date Pushed Again
ପୁଣି ଘୁଞ୍ଚିଲା ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍

ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି।

Bhuj
'ଭୁଜ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ 'ହଞ୍ଜୁଗମ୍' ରିଲିଜ୍

ଫିଲ୍ମ 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ' ହଞ୍ଜୁଗମ୍ 'ମୁକ୍ତିଲାଭ କରିଛି। ଏହି ଗୀତ ଅଜୟ ଦେବଗନ ଏବଂ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କ ଉପରେ ସୁଟିଂ କରାଯାଇଛି। ଏହି ଦୁଇଜଣଙ୍କର ରୋମାଣ୍ଟିକ୍ ଯୋଡି ହିଁ ଗୀତଟିକୁ ଆଶ୍ଚର୍ଯ୍ୟଜନକଭାବେ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ପକେଇ ଦେଇଛି।