ନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଜୋମ୍ବୀ କଣ୍ଢେଇ ପ୍ରତି ପ୍ରେମ ହୋଇଯାଇଥିଲା। ଏହା ପରେ ପରିବାର ଲୋକଙ୍କ ସାମ୍ନାରେ ସେ କଣ୍ଢେଇକୁ ମଧ୍ୟ ବିବାହ କରିଥିଲେ।
ଛୋଟ ପିଲାମାନଙ୍କୁ ଖୁଆଇବା ସମସ୍ତଙ୍କ ପକ୍ଷେ ସହଜ ହୁଏ ନାହିଁ। ବେଳେ ବେଳେ ସେମାନଙ୍କର ନଖରାମୀ ଏତେ ବଢିଯାଏ ଯେ ମାଆ ମଧ୍ୟ ହଇରାଣ ହୋଇଯିବା ଦେଖାଯାଏ। ସେ କେମିତି ତା’ ପିଲାକୁ ଖୁଆଇବ ସେ ଚିନ୍ତାରେ ପଡିଯାଏ। ପିଲାର ଏଭଳି ଜିଦ୍ଖୋର ମନୋଭାବ ଯୋଗୁଁ ବେଳେବେଳେ ଅନିଚ୍ଛା ସତ୍ୱେ ବି ସେମାନଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ହୁଏ ଓ ସେମାନେ ମଧ୍ୟ ଏହି ଅଭ୍ୟାସରେ ପଡିଯାଆନ୍ତି। ଘର ଲୋକେ ଯେତେ ଚେଷ୍ଟା କଲେ ବି ସେମାନଙ୍କର ଏହି ଅଭ୍ୟାସକୁ ଛଡେଇ ପାରନ୍ତି ନାହିଁ।
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।
ମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ, ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟ୍ଲର୍ ବିଲେଇକୁ ଭୟ କରୁଥିଲେ। ଏହାକୁ ହୁଏତ କେହି କେହି ବିଶ୍ୱାସ ନ କରି ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ତେବେ ଆସନ୍ତୁ ନଜର ପକେଇନେବା ଏହିପରି କିଛି ତଥ୍ୟ ଉପରେ।
ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।