ମଣିଷ କେବେ ପଶୁଙ୍କ ଭଳି ଚାଲି ଦେଖିଛନ୍ତି କି। ବୋଧହୁଏ ନା। ମଣିଷ ଦୁଇ ଗୋଡରେ ଚାଲେ। କିନ୍ତୁ ଏ ଦୁନିଆରେ ଏମିତି ଏକ ପରିବାର ଅଛି ଯାହାର ସମସ୍ତ ସଦସ୍ୟ ହାତ ଓ ଗୋଡ ବ୍ୟବହାର କରି ଚାଲନ୍ତି।
ପ୍ରେମ ପାଖରେ ନା ଦେଖାଯାଏ ଜାତି, ବର୍ଣ୍ଣ ନା କୌଣସି ବୟସ। ପ୍ରେମ କେବଳ ଦେଖେ ଏକ ସତ୍ ହୃଦୟ ଓ ଏକ ସୁଦ୍ଧ ମନ। ଏହା ବାସ୍ତବରେ ସତ କରି ଦେଖେଇଛନ୍ତି ଏହି ପ୍ରେମୀ ଯୁଗଳ।
ଦୁଇ ନୁହେଁ କି ତିନି ନୁହେଁ କରିସାରିଲେଣି ୧୧ ଥର ବିବାହ। ତଥାପି ଛାଡିନି ନିଶା। ୫୨ ବର୍ଷରେ ପହଞ୍ଚିଥିଲେ ବି ୧୨ ତମ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ମହିଳା।
ମହିଳାଙ୍କ ନାମରେ ଆସିଥିଲା ମିଛ ଅଭିଯୋଗ। ବାହାନା କରି ଛୁଟି ନେଇଥିବା କୁହାଯାଇଥିଲା। ଏହା ପରେ ଏହି ମହିଳା ଛାଡି ଦେଇଥିଲେ ପୁଲିସ୍ ଚାକିରି। ଏବେ ସୋସିଆଲ ମିଡିଆରେ ନିଜ ଚେହେରାର ଯାଦୁରେ ଉଡଉଛନ୍ତି ଲୋକଙ୍କ ହୋସ୍ ଆଉ କମଉଛନ୍ତି ଢେର ଟଙ୍କା।
ଏକା ଥରକେ ଖାଇଗଲେ ୭ ଜଣଙ୍କ ଖାଦ୍ୟ। ଏତେ ଖାଇ କେମିତି ହଜମ କରନ୍ତି ବୋଲି ପଚାରିବାରୁ କହିଲେ ଏହି ଉପାୟ…
ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଦରକାର ନାହିଁ କୌଣସି ଯୋଗ୍ୟତା। ଏହି କାମ କଲେ ଆପଣ ବି ପାଇବେ ୨୨,୮୩,୯୫୩ ଟଙ୍କା ଦରମା।
ସୁରଟରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବର ହେଲିକପ୍ଟର ଚଢି ଆସିଛି କନ୍ୟାକୁ ନେବାକୁ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଆପଣମାନେ ଅନେକ ସମୟରେ ଅନେକ ପ୍ରକାରର ଅଜବ ବିବାହ ବିଷୟରେ ଶୁଣିଥିବେ ବା ଦେଖିଥିବେ। କିନ୍ତୁ ଜଣେ ମହିଳା ଏକ କୁକୁରକୁ ବାହା ହୋଇ କିପରି ସୁଖର ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣି ନିଅନ୍ତୁ।
୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ନିଜ ଦାଢିରେ ଉଠାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ପୁରୁଷ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।
ସ୍ୱପ୍ନ ଦୁନିଆ ପୂରା ହୋଇଛି। ଯେଉଁମାନେ ସମୁଦ୍ରରେ ଭାସୁଥିବା ଘରେ ରହିବା ନେଇ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଏହା ବାସ୍ତବ ହୋଇଛି। ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ଅନେକ ସମୟରେ ମାଛ ବର୍ଷା କଥା ଆପଣମାନେ ଶୁଣିଥିଲେ। କିନ୍ତୁ ଟଙ୍କା ବର୍ଷାହେବା କେହେ ଶୁଣିଛନ୍ତି କି? ଉତ୍ତର ନିଶ୍ଚିତ ନା ହେବ। କିନ୍ତୁ ଏଠି ଦେଖନ୍ତୁ କିପରି ଟଙ୍କାର ବର୍ଷା ହୋଇଛି।
ବିଶ୍ୱରେ ଅନେକ ଦେଶରେ ଅନେକ ପରମ୍ପରା ଦେଖାଯାଏ। ସେଗୁଡିକ ମଧ୍ୟରୁ ବ୍ରୁନେଇ ଏମିତି ଏକ ଦେଶ ଯେଉଁଠି ପତ୍ନୀଙ୍କ ଫଟୋକୁ ଘରର କାନ୍ଥରେ ମରାଯାଏ।
ଦୁନିଆରେ ଅନେକ ପୋଷାକ ଅଛି ଯାହା ପଶୁମାନଙ୍କ ଲୋମରୁ ତିଆରି। କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି କି ଏମିତି ପୋଷାକର ନାମ ଯାହା ମଣିଷ ନିଶରୁ ତିଆରି? ତେବେ ଦେଖନ୍ତୁ…
ପାଣି ବଦଳରେ ପରିସ୍ରା ପିଉଛନ୍ତି ଆମେରିକାର ଜଣେ ମହିଳା। ଦୀର୍ଘ ୪ ବର୍ଷ ଧରି ସେ ଏହି ଅଭ୍ୟାସରେ ଥିବାବେଳେ ସେ ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ପାଇଥାନ୍ତି ବୋଲି କୁହନ୍ତି।
ଆଜିକାଲି ସୋସିଆଲ୍ ମିଡିଆରେ ଅଗ୍ନି ଚିକିତ୍ସା ବେଶ ଚର୍ଚ୍ଚାର କାରଣ ହୋଇଛି। ଦେହରେ ନିଆଁ ଲଗେଇ ଏହି ଚିକିତା କରାଯାଉଥିବାରୁ ଏହାକୁ ଏପରି ନାମକରଣ କରାଯାଇଛି। ଏହି ଚିକିତ୍ସା ଦ୍ୱାରା ଅନେକ ବଡ ବଡ ରୋଗ ଭଲ ହେଉଥିବା କୁହାଯାଏ।
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର୍। ଜଣେ ଲୋକ ବର୍ଷକରେ ଯେତିକି ଟଙ୍କା ରୋଜଗାର କରୁଥିବ ଜଣେ ୧୪ ଦିନ କାମ କରି ମଧ୍ୟ ସେତିକି ରୋଜଗାର କରିନେବ। ଆଣ ଯଦି ଏହି ଚାକିରି ପାଇଁ ମନୋନୀତ ହୋଇଯିବେ ତେବେ ଦୁଇ ସପ୍ତାହ କାମ କରି ୯ ଲକ୍ଷ ଟଙ୍କା ପାଇବେ।
ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…
ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଦିନ-ରାତି ମିଶି ୨୪ ଘଣ୍ଟା, ଏହା ସମସ୍ତେ ଜାଣନ୍ତି। ଏନେଇ ସାରା ବିଶ୍ୱରେ ଗୋଟିଏ ପ୍ରକାରର ଘଣ୍ଟା ବା ଘଡି ପ୍ରଚଳିତ ହୋଇଆସୁଛି। ସେ ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା ହେଉ ସବୁଥିରେ ୧୨ଟା ପର୍ଯ୍ୟନ୍ତ ସମୟ ଥାଏ। ଏହି ଅନୁସାରେ ଆମେ ଆମର ଦିନଚର୍ଯ୍ୟାକୁ ପାଳନ ମଧ୍ୟ କରୁ। ଯଦି ଆପଣଙ୍କୁ କୁହାଯାଏ ଯେ ଘଡିରୁ ସବୁଦିନ ପାଇଁ ୧ ଘଣ୍ଟା କାଟିଦିଆଯାଏ ତେବେ ଆପଣଙ୍କ ମନରେ ନିଶ୍ଚୟ ଏହା ଆସିବ ଯେ ଆମ ଦୈନନ୍ଦୀନ ଜୀବନରୁ ୧ ଘଣ୍ଟା କମିଗଲା।
ନିଆରେ ଅନେକ ଅଦ୍ଭୁତ ଲୋକ ଅଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିବା ସହିତ ଅବିଶ୍ୱାସ ବି ମନେହୁଏ। ଯାହା ସାଧାରଣ ଲୋକ ଚିନ୍ତା କରିପାରନ୍ତି ନାହିଁ ସେମାନେ ଏହା କରିକି ଦେଖେଇ ଦିଅନ୍ତି। ବର୍ତ୍ତମାନ ଏହିଭଳି ଜଣେ ରହସ୍ୟମୟ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଜଣେ ଜୋମ୍ବୀ କଣ୍ଢେଇ ପ୍ରତି ପ୍ରେମ ହୋଇଯାଇଥିଲା। ଏହା ପରେ ପରିବାର ଲୋକଙ୍କ ସାମ୍ନାରେ ସେ କଣ୍ଢେଇକୁ ମଧ୍ୟ ବିବାହ କରିଥିଲେ।
ଛୋଟ ପିଲାମାନଙ୍କୁ ଖୁଆଇବା ସମସ୍ତଙ୍କ ପକ୍ଷେ ସହଜ ହୁଏ ନାହିଁ। ବେଳେ ବେଳେ ସେମାନଙ୍କର ନଖରାମୀ ଏତେ ବଢିଯାଏ ଯେ ମାଆ ମଧ୍ୟ ହଇରାଣ ହୋଇଯିବା ଦେଖାଯାଏ। ସେ କେମିତି ତା’ ପିଲାକୁ ଖୁଆଇବ ସେ ଚିନ୍ତାରେ ପଡିଯାଏ। ପିଲାର ଏଭଳି ଜିଦ୍ଖୋର ମନୋଭାବ ଯୋଗୁଁ ବେଳେବେଳେ ଅନିଚ୍ଛା ସତ୍ୱେ ବି ସେମାନଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ହୁଏ ଓ ସେମାନେ ମଧ୍ୟ ଏହି ଅଭ୍ୟାସରେ ପଡିଯାଆନ୍ତି। ଘର ଲୋକେ ଯେତେ ଚେଷ୍ଟା କଲେ ବି ସେମାନଙ୍କର ଏହି ଅଭ୍ୟାସକୁ ଛଡେଇ ପାରନ୍ତି ନାହିଁ।
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।
ମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ, ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟ୍ଲର୍ ବିଲେଇକୁ ଭୟ କରୁଥିଲେ। ଏହାକୁ ହୁଏତ କେହି କେହି ବିଶ୍ୱାସ ନ କରି ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ତେବେ ଆସନ୍ତୁ ନଜର ପକେଇନେବା ଏହିପରି କିଛି ତଥ୍ୟ ଉପରେ।
ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।