ଲିଭରରେ ପିଲା ବଢିବା କଥା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।
ବେଳେବେଳେ ପଶୁମାନେ ବି ଏମିତି କାମ କରନ୍ତି ଯାହା ମଣିଷଠାରୁ ବି ଆଶା କରାଯାଏ ନାହିଁ। ଏମାନେ ଅନେକ ସମୟରେ ମୂଲ୍ୟବାନ ଜୀବନକୁ ବି ବଞ୍ଚେଇ ଦିଅନ୍ତି। ସେମାନଙ୍କ ଏଭଳି କାମ ତାଙ୍କୁ ପଶୁଠାରୁ ଉର୍ଦ୍ଧ୍ୱକୁ ନେଇଯାଏ।
ସମୁଦ୍ରରୁ ମାଛ ଧରୁଥିଲେ, ତାକୁ ବଜାରରେ ବିକ୍ରି କରି ଚଳୁଥିଲେ ମହିଳା। ଦିନେ ହଠାତ ତାଙ୍କ ହାତରେ ଏମିତି ଜିନିଷ ପଡିଲା, ଯାହା ତାଙ୍କୁ କରିଦେଲା କୋଟିପତି।
ଈଶ୍ୱର ଦେଇ ନାହାନ୍ତି ଆଖି, କିନ୍ତୁ ଦେଇଛନ୍ତି ମନବଳ। ଦୁନିଆ ସିନା ଦେଖି ପାରୁ ନାହାନ୍ତି ନିଜ ଆଖିରେ କିନ୍ତୁ ଦୁନିଆକୁ କ୍ୟାମେରାରେ ରଖିବାରେ ସେ ମାଷ୍ଟର। ତାଙ୍କର ଏହି ଇଛାଶକ୍ତି ତାଙ୍କୁ ଆଜି କରିଛି ପ୍ରଥମ ଦୃଷ୍ଟିହୀନ ମହିଳା ଫଟୋଗ୍ରାଫର୍।
ଚା’ କିଲୋ ଲକ୍ଷେ ଟଙ୍କା ଶୁଣିଲେ ଆପଣ ନିଶ୍ଚିତ ଚକିତ ହୋଇଯିବେ। କିନ୍ତୁ ଆସାମରେ ଏମିତି ଏକ ଚା’ ବ୍ୟବସାୟୀ ଚା’ କିଲୋ ପ୍ରତି ଲକ୍ଷେ ଟଙ୍କାରେ ବିକିଛନ୍ତି।
ସାମାନ୍ୟ ଚକୋଲେଟ୍ରେ ଜଣଙ୍କର ଭାଗ୍ୟ ବଦଳିଯିବ ଏହା ବା କେଉଁଠି ହୋଇପାରେ। କିନ୍ତୁ ଏହା ସତ ହୋଇଛି। ଜଣେ ମହିଳା ଚଲୋଲେଟ୍ କିଣି ଲକ୍ଷପତି ହୋଇଯାଇଛନ୍ତି।
ନିଜ ପ୍ରେମିକାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ଜଣେ ପ୍ରେମିକ ସ୍ୱାମୀ ଅଛନ୍ତି ଯିଏ ନିଜ ସ୍ତ୍ରୀର ପାଦକୁ ଅନ୍ଧ ଭାବେ ଭଲ ପାଉଛନ୍ତି। ଏନେଇ ସେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ।
ବାହାଘରକୁ ଯାଇଥିଲେ କନ୍ୟା ସହଚର ହୋଇ। ବିବାହ ସ୍ଥଳରେ ଏମିତି କାଣ୍ଡ କଲେ ଯେ ବରକୁ ପଟେଇନେଲେ। ପୂର ଘଟଣା ଜାଣନ୍ତୁ ଏହି ରିପୋର୍ଟରୁ…
ପରିବେଶକୁ ସୁରକ୍ଷା ଦେବା ନେଇ ଗଛ କାଟିବା ବନ୍ଦ କରିବାକୁ ଆମେ କେବଳ ଭାଷଣ ଓ ଲେଖା ମଧ୍ୟରେ ଜାଣିଛେ। କିନ୍ତୁ ଏହି ଦେଶ ଏହାକୁ ପାଳନ କରିବାରେ ନେଇଛି ଏମିତି ପଦକ୍ଷେପ ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ।
ବେଳେବେଳେ ମଣିଷର ସଂପର୍କରେ ଏମିତି ପ୍ରତିବନ୍ଧକ ଆସେ ଯାହା ଜଣଙ୍କୁ ଭାଙ୍ଗିଦିଏ। କିନ୍ତୁ ଯେତେବେଳେ ଏହି ପ୍ରତିବନ୍ଧକ ନିଜେ ମା’ ହୁଏ ତେବେ ଏହାଠାରୁ ଦୁଃଖ ବା ଆଉ କ’ଣ ହୋଇପାରେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଝିଅର ପ୍ରେମିକକୁ ମାରିନେଇଛି ମା’।
ପିଲାମାନେ ମା’ମାନଙ୍କ ଜୀବନ ହୋଇଥାନ୍ତି। ନିଜ ପିଲା ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। କିନ୍ତୁ ଏଠି ଏମିତି ଜଣେ ମା’ର କଥା କୁହାଯାଉଛି ଯିଏ ନିଜ ପୁଅକୁ କରୁଛି ଘୃଣା। କାରଣ ଜାଣିବାକୁ ପଢନ୍ତୁ।
ଆପଣ ଅନେକ ଜୀବଜନ୍ତୁ ପ୍ରେମୀ ଦେଖିଥିବେ। କିନ୍ତୁ ଏହି ବ୍ୟକ୍ତି ଏମିତି ଜଣେ ଜନ୍ତୁପ୍ରେମୀ ଯାହାଙ୍କୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟକ୍ତି ଜଣକ ନିଜ ଘରେ ୧ ହଜାର ମାଙ୍କଡସା ରଖିଛନ୍ତି।
ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଡ ଖାଇ ଲୋକଙ୍କୁ କରୁଛନ୍ତି ଚାପମୁକ୍ତ। ଏନେଇ ସେ କରୁ ନାହାନ୍ତି କୌଣସି ପ୍ରତିବାଦ। ଏପରି କରି ସେ ମଧ୍ୟ ବେଶ ଭଲ ରୋଜଗାର କରିପାରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।
ପ୍ରେମ ମାନେ ନାହିଁ ରୂପ-ରଙ୍ଗ କି ବୟସ। ମନରେ ପ୍ରେମ ଜାଗିଲେ କମ ବୟସର ବ୍ୟକ୍ତି ବି ବୃଦ୍ଧଙ୍କ ପ୍ରେମରେ ପଡିବସେ। ଏମିତି ଜଣେ ବୟସ୍କା ମହିଳା ଯୁବକଙ୍କ ପ୍ରେମରେ ପଡି ତାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ନିଜ ଝିଅ ସହ ଧୋକା ଦେଲେ ମା’। ଝିଅର ପରିଚୟ ପତ୍ର ଚୋରି କରି କଲେଜରେ ନେଲେ ଆଡ୍ମିଶନ୍ ଆଉ ନୂଆ ନୂଆ ଯୁବକଙ୍କ ସହ କରିଲେ ରୋମାନ୍ସ। ଶେଷରେ ଧରାପଡି ଏମିତି ପାଇଲେ ଦଣ୍ଡ।
ଯୁବତୀକୁ ପାଇଁ କାଳ ହେଲା ବିୟୁଟି ଟ୍ରିଟ୍ମେଣ୍ଟ୍। ଚାହୁଁଥିଲେ କିପରି ଦେଖାଯିବେ ଏକ କଣ୍ଢେଇ ପରି। ଏନେଇ ଖର୍ଚ୍ଚ କଲେ ୧୦ ଲକ୍ଷରୁ ଅଧିକ ଟଙ୍କା। ଶେଷରେ ପରିଣତି ଏମିତି ହେଲା ଯେ ହରେଇଲେ ନିଜ ପ୍ରାକୃତିକ ଚେହେରା। ଏବେ ପୁରୁଣା ଚେହେରା ପାଇବାକୁ ଚାହୁଛନ୍ତି।
ବ୍ୟକ୍ତିଙ୍କର ଅଜବ ନିଶା। ଦୁନିଆର ସବୁଠାରୁ ଛୋଟ କାର୍ରେ ସାରା ବ୍ରିଟେନ୍ ଭ୍ରମଣ କରିନେଲେ। ଯାତ୍ରା ସମୟରେ ଅନେକ କଷ୍ଟ ଆସିଥିଲେ ବି ଏହାକୁ ଚାଲେଞ୍ଜ ଭାବେ ନେଇ ସଫଳତାର ସହ କରିନେଲେ ଯାତ୍ରା।
ଯେଉଁ ପୋଷାକ ପିନ୍ଧନ୍ତି ସେଇ ପୋଷାକ ଭଡାରେ ଦିଅନ୍ତି। ଏହି ବ୍ୟବସାୟ କରି ଯୁବତୀ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ରୋଜଗାରରେ କିଣିପାରିଛନ୍ତି ୩.୫ କୋଟିର ଘର। ତେବେ ଜାଣନ୍ତୁ କେମିତି କରନ୍ତି ବ୍ୟବସାୟ ଓ ଗୋଟିଏ ପୋଷାକରେ କେତେ ହୁଏ ରୋଜଗାର?
ଏ ପୃଥିବୀରେ ଏମିତି ଏକ ଘର ଅଛି ଯାହା ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଛି। ଏହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୯ ହଜାର ଫୁଟ ଉପରେ ରହିଛି। ତେବେ ଏହାକୁ କିଏ, କେତେବେଳେ, କେଉଁଠି ଓ କାହିଁକି ନିର୍ମାଣ କଲା ଆସନ୍ତୁ ଜାଣିବା।
ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।
କୁହାଯାଏ ପଶୁମାନେ ହେଉଛନ୍ତି ମୂକ ଆଉ ବିଚାରଶୂନ୍ୟ। ସେମାନେ ନା କିଛି କହିପାରନ୍ତି ନା କିଛି ବୁଝିପାରନ୍ତି। ସମାଜ ଠାରୁ ସେମାନେ ବହୁ ଦୂରରେ। କିନ୍ତୁ ମଣିଷର ଏହି ଚିନ୍ତାଧାରାକୁ ଏକ କୁକୁର ଭୁଲ ପ୍ରମାଣିତ କରିଛି। ସେ ଏବେ ଲେଖକ ହୋଇପାରିଛି ଆଉ ଏକ ବହି ମଧ୍ୟ ଲେଖିଛି।
ଯେଉଁ ବୟସରେ ଖେଳକୁଦ କରି ପାଠ ପଢିବା କଥା ସେହି ବୟସରେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ବୟସ ମାତ୍ର ୧୦ ହୋଇଥିଲେ ବି ସେ ମାସକୁ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ବାଳିକା?
ପୁରାଣ ଶାସ୍ତ୍ର ହେଉ ବା ସିନେମା ହେଉ ଆମେ ବିଭିନ୍ନ ଚମତ୍କାର ବିଷୟରେ ଶୁଣିଛେ ଆଉ ଦେଖିଛେ। ବାସ୍ତବରେ ଏସବୁ ଦେଖିବା କଳ୍ପନା ବାହାରେ ହୋଇଥିଲେ ମଧ୍ୟ ଜଣେ ସାଧୁ ଏହା କରି ଦେଖେଇଛନ୍ତି। ସେ ଦୀର୍ଘ ୪୮ ବର୍ଷ ହେବ ନିଜ ହାତକୁ ଉପରକୁ ଉଠେଇ ରଖିଛନ୍ତି।
ଗୋଟିଏ ବିମାନରେ ଯାତ୍ରା କରନ୍ତି ପାଇଲଟ୍ ଓ କୋ-ପାଇଲଟ୍, କିନ୍ତୁ ଖାଆନ୍ତି ଅଲଗା ଅଲଗା ଖାଦ୍ୟ। ଏହା ପଛରେ ରହିଛି କି କାରଣ। ପଢନ୍ତୁ ଓ ଜାଣନ୍ତୁ…
ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।