• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ajab Gajab

Man unable to close eyes for past 3 years
୩ ବର୍ଷ ହେବ ପଡିନି ଆଖିର ପଲକ, ଶୋଇବା ପାଇଁ ଟେପ୍ ମାରିବାକୁ ପଡେ

ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।

After infected with omicron, can not control her hunger
କରୋନା କରିଦେଲା ଭୋକିଲା, ପ୍ରତି ଘଣ୍ଟାରେ ଖାଉଛନ୍ତି ମଡେଲ୍

ଓମିକ୍ରନର ଅଦ୍ଭୁତ ଲକ୍ଷଣ। ପ୍ରଭାବିତ ହେବା ପରେ ବଢିଯାଉଛି ଭୋକ। ଜଣେ ମଡେଲ୍ ଏଥିରେ ପ୍ରଭାବିତ ହେବା ପରେ ଆଉ ସମ୍ଭାଳି ପାରୁ ନାହାନ୍ତି ଭୋକ। ଘଣ୍ଟାକୁ ଘଣ୍ଟା ଖାଲି ଖାଉଛନ୍ତି।

Woman sells her own urine online
ନିଜ ପରିସ୍ରାକୁ କରୁଛନ୍ତି ବିକ୍ରି : ୧ କପକୁ ୫ ହଜାର

ଜଣେ ଯୁବତୀ ନିଜ ପରିସ୍ରାକୁ ଅନଲାଇନରେ ବିକ୍ରିକରି ଭଲ ରୋଜଗାର କରୁଛନ୍ତି। ଗୋଟେ କପ୍ ପରିସ୍ରାକୁ ସେ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଖାଲି କିଣୁ ନାହାନ୍ତି, ଏହାକୁ ବରଫ କରି ସାଇତି ବି ରଖୁଛନ୍ତି।

The decision of Virat Kohli make storm in cricket world
ବିରାଟଙ୍କ ବଡ଼ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ଝଡ

ବିରାଟ କୋହଲି ଟେଷ୍ଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ବଢ଼ିଲା ଚର୍ଚ୍ଚା। ଏହାକୁ ନେଇ ସିଧାସଳଖ ବିସିସିଆଇକୁ ଦାୟୀ କରାଯାଇଛି। ଭବିଷ୍ୟତରେ କିଏ ନେବ ଏହି ଦାୟିତ୍ୱ ସେନେଇ ଚର୍ଚ୍ଚା ଜୋର ଧରିଛି।

Tiniest house ready to sell in crores
କୁଡିଆ ପରି ଘର, ମୂଲ୍ୟ କିନ୍ତୁ ୪ କୋଟି ଉପରେ

ଏକ ଘରକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଏହି ଘରଟି ଏକ ଉଦ୍ୟାନରେ ନିର୍ମିତ ଏକ ଛୋଟ ଶେଡ୍ ଘର ପରି ଦେଖାଯାଏ। କିନ୍ତୁ ଏହାର ମୂଲ୍ୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।

3 eyed calf went viral
ଜନ୍ମନେଲା ତିନି ଆଖିଆ ବାଛୁରୀ; ଲୋକେ ଭୋଳେନାଥ ଭାବି ପୂଜିଲେ

ଏକ ଜର୍ସି ଗାଈ ଅଜବ ବାଛୁରୀକୁ ଜନ୍ମ ଦେଇଛି। ଏହି ବାଛୁରୀର ତିନୋଟି ଆଖି ଥିବାବେଳେ ଲାଞ୍ଜ ଜଟା ଭଳି ହୋଇଛି। ଲୋକେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି।

Tsunami alert after volcano eruption inside sea
ସମୁଦ୍ର ଭିତରେ ଆଗ୍ନେୟଗିରି ବିସ୍ଫୋରଣ; ଆରମ୍ଭ ହେଲା କି ପ୍ରଳୟ!

ପ୍ରକୃତିର ତାଣ୍ଡବ ଦେଖାଦେଇଛି। ସମୁଦ୍ର ତଳେ ଏକ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ଏହି ବିସ୍ଫୋରଣ ହେତୁ ସମୁଦ୍ରର ତରଙ୍ଗ ଏତେ ଭୟଙ୍କର ହୋଇଛି ଯେ ସୁନାମି ଚେତାବନୀ ଦିଆଯାଇଛି। ୨୦୨୨ର ପ୍ରଥମ ମାସରେ ବିଶ୍ୱ ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି କେହି କଳ୍ପନା କରି ନ ଥିଲେ।

50p coin can make you superrich instantly
ମାଲେମାଲ୍ ହୁଅନ୍ତୁ; ୫୦ପି ମୁଦ୍ରା ଦେଇ ୭୪ ହଜାର ପାଆନ୍ତୁ

ଆଜିକାଲି ଯେଉଁମାନେ ଅନ୍‌ଲାଇନ୍‌ରେ ଜିନିଷ କିଣୁଛନ୍ତି ସେମାନଙ୍କ ଆଗ୍ରହ ବ୍ରିଟେନର ବିରଳ ୫୦ ପେନ୍ସ ମୁଦ୍ରା ପ୍ରତି ଆସିଛି। ଲୋକମାନେ ଏହାକୁ କିଣିବା ପାଇଁ ଅନ୍‌ଲାଇନ୍‌ରେ ବହୁତ ଖୋଜ୍ କରୁଛନ୍ତି।

61 year old grandmother married 33 year old man
୩୩ ବର୍ଷ ଯୁବକଙ୍କୁ ପଟେଇ ଦେଲେ ୬୧ ବର୍ଷୀୟ ଜେଜେମା

ପ୍ରେମ ମାନେ ନାହିଁ ଜାତି-ଧର୍ମ-ବର୍ଣ୍ଣ। ପ୍ରେମ ହୋଇଗଲେ ସବୁ କିଛି ସୁନ୍ଦରର ଲାଗେ। ବୟସ ବି ଫରକ ପଡେନି। ଜଣେ ୬୧ ବର୍ଷର ବୃଦ୍ଧା ତାଙ୍କଠାରୁ ୨୮ ବର୍ଷ ସାନ ଯୁବକଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି।

Dog loves watching television
ମାଲିକାଣୀ ସହ ବସି କୁକୁର ନେଉଛି ଟିଭିର ମଜା

କୁକୁର ବି ଟିଭି ଦେଖିପାରେ। ସେ ମଧ୍ୟ ଏଥିରୁ ଉଠେଇପାରେ ମଜା। ଭାଇରାଲ୍ ହେଉଥିବା ଏହି ଭିଡିଓରେ କୁକୁରଟି ମାଲିକାଣୀ ସହ ବସି ଟିଭି ଦେଖୁଛି ଆଉ କଥା ହେଉଛି।

Son wrote a letter to his mother in 1945, delivered after 76 years
୧୯୪୫ରେ ମା’ଙ୍କ ପାଖକୁ ଲେଖାଯାଇଥିଲା ଚିଠି; ୭୬ ବର୍ଷ ପରେ ପହଞ୍ଚିଲା

୭୬ ବର୍ଷ ପୂର୍ବେ ସେନା ପୁଅ ମା’ଙ୍କ ପାଖକୁ ଲେଖିଥିଲେ ଚିଠି। ଲେଖିଥିଲେ କିଛି ଦରଦଭରା କାହାଣୀ। ଚିଠି ମିଳିଲା ଏବେ।

Dogs attack on lion
କୁକୁରଙ୍କୁ ଦେଖି ଦୌଡିଲା ଜଙ୍ଗଲର ରାଜା

ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଏକ କୁକୁର ଦଳ। ସେମାନେ ବଳବଦ୍ଧ ଭାବେ ଜଙ୍ଗର ରାଜା ସିଂହକୁ ପରାସ୍ତ କରି କରିଛନ୍ତି।

Young Girl changed her to alien
ନିଜକୁ ଏଲିୟନ କରିନେଲେ ଯୁବତୀ; ଲୋକେ ଦେଖି ଆଶ୍ଚର୍ଯ୍ୟ

ଆଜିକାଲି ଏଲିୟନକୁ ନେଇ ଜୋରଦାର ଅଧ୍ୟୟନ ଚାଲିଛି। ଏମାନେ ସତରେ ଅଛନ୍ତି କି ନାହିଁ ସେ ବିଷୟରେ ସେପରି କିଛି ଦୃଢ ପ୍ରମାଣ ମିଳିନି। କିନ୍ତୁ ଜଣେ ଯୁବତୀ ନିକକୁ ଏଲିୟନ୍‌ରେ ପରିବର୍ତ୍ତନ କରି ନେଇଛନ୍ତି।

In wedding shoot bride and groom pose in coffins
ପ୍ରି-ୱେଡିଂ ଫଟୋସୁଟ୍‌ରେ ମଶାଣିର ଭୟଙ୍କର ଚିତ୍ର

ବିବାହ ଏକ ଶୁଭକାମ ହୋଇଥାଏ। ଏନେଇ ଏହା ସହିତ ଜଡିତ ସବୁ କାମକୁ ସକାରାତ୍ମକ ଭାବେ କରାଯାଏ। କିନ୍ତୁ ଜଣେ ଦମ୍ପତି ଏମିତି କିଛି କରିଛନ୍ତି ଯାହା ଅମଙ୍ଗଳର ସୂଚନା ଦିଏ।

Humans could live about 200 years old
ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ପାଖାପାଖି ୨୦୦ ବର୍ଷ ବଞ୍ଚିବ

ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?

48 woman raped every hour at congo police and soldiers are rapist
ଏଠି ଘଣ୍ଟାରେ ୪୮ ମହିଳା ଦୁଷ୍କର୍ମର ଶିକାର; ଅଭିଯୋଗ କଲେ ପୁଣି ନିର୍ଯାତନା

ଘଣ୍ଟାକୁ ୪୮ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର। ପୁଲିସ ଓ ସୈନିକମାନେ ଦେଉଛନ୍ତି ନିର୍ଯାତନା। ଅଭିଯୋଗ କଲେ କେହି ନାହିଁ ଶୁଣିବାକୁ।

Boys bite bullet ants prove masculinity
ମରଦପଣିଆ ପ୍ରମାଣିତ ପାଇଁ ସହିବାକୁ ହୁଏ ବିଷାକ୍ତ ଜଙ୍ଗଲୀ ପିମ୍ପୁଡିଙ୍କ ଆଘାତ

ଦୁନିଆର ଭିନ୍ନ ଭିନ୍ନ ସଂପ୍ରଦାୟରେ ରହିଛି ଅଜବ ଅଜବ ନିୟମ। ଯାହାକୁ ଜାଣିଲେ ବିଶ୍ୱାସ କରି ହୁଏନି। ତେବେ ଏଠି ଏମିତି ଏକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ନିଜ ମରଦପଣିଆ ପ୍ରମାଣିତ ପାଇଁ ଦେଇଥାନ୍ତି ଏମିତି କଠୋର ପରୀକ୍ଷା।

Weird tradition : to kill elderly people
ଅଜବ ପ୍ରଥା: ବୃଦ୍ଧ ହୋଇଗଲେ ଅଲୋଡା ହୋଇଯାଆନ୍ତି

ଭାରତୀୟ ପରମ୍ପରା ବୃଦ୍ଧଙ୍କୁ ଆଦର କରେ, ସେମାନଙ୍କୁ ସମ୍ମାନ ଦିଏ। କିନ୍ତୁ ତାମିଲନାଡୁରେ ଏମିତି ପରମ୍ପରା ଅଛି ଯେଉଁଠି ବୃଦ୍ଧ ହୋଇଯାଆନ୍ତି ଅଲୋଡା, ଶେଷରେ ହୁଅନ୍ତି ହତ୍ୟାର ଶିକାର।

Woman chained act like dog
କୁକୁର ପରି ଭୁକି ଲକ୍ଷାଧିକ ଟଙ୍କା କମାଉଛନ୍ତି ମହିଳା

ଟଙ୍କା ରୋଜଗାର ପାଇଁ ଅଜବ କାମ କରୁଛନ୍ତି ଏହି ମହିଳା। କୁକୁର ହୋଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

Baby factory in Nigeria
ଜବରଦସ୍ତ କରାଯାଉଛି ମା’; ବିକ୍ରି ହେଉଛି ଶିଶୁ

ଆପଣମାନେ ନିଶ୍ଚିତ ମିକ୍ସର, ବିସ୍କୁଟ୍, ପ୍ଲାଷ୍ଟିକ୍, କାଚ ଆଦି କାରଖାନା ବିଷୟରେ ଶୁଣିଥିବେ ଆଉ ଦେଖିଥିବେ। କେବେ କ’ଣ ଶୁଣିଛନ୍ତି କି ଶିଶୁ ଉତ୍ପାଦନ କାରଖାନା! କିନ୍ତୁ ଏହା ସତ ଯେ ଏମିତି ଏକ କାରଖାନା ପିଲା ଜନ୍ମ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛି।

28 year old man gives birth to daughter
୨୮ ବର୍ଷର ପୁରୁଷ ଜନ୍ମଦେଲେ ଶିଶୁ କନ୍ୟା

ଜଣେ ୨୮ ବର୍ଷର ଯୁବକ ନିଜର ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।

Worlds strongest kid Guinness world records at the age of five
୫ ବର୍ଷ ବୟସରେ ବଡି ବିଲ୍ଡିଂରେ ବିଶ୍ୱ ରେକର୍ଡ

୫ ବର୍ଷୀୟ ବାଳକ ବଡି ବିଲ୍‌ଡିଂ ଦୁନିଆରେ ପାଦ ଦେଇଥିବା ବେଳେ ତାଙ୍କ ଆଗରେ ବଡ ବଡ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି। ଏତେ ମହାନ ଶରୀର, ଏପରି ବିପଜ୍ଜନକ ଷ୍ଟଣ୍ଟ୍‌ ଯାହାକୁ କରିବା ନେଇ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍‌ମାନେ ମଧ୍ୟ ବହୁ ପରିଶ୍ରମ କରନ୍ତି।

Dog has such luscious hair, people shocked
କୁକୁର କରୁଛି ହେୟାର୍ ଷ୍ଟାଇଲି; ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।

Indian woman Asha Rani pulled 12000 kg double decker bus with hair
୧୨ ହଜାର କେଜିର ଡବଲ୍ ଡେକର୍ ବସ୍‌କୁ ଚୁଟିରେ ଟାଣିନେଲେ ମହିଳା

ଚମତ୍କାର। ସାମାନ୍ୟ ଏକ କାର୍‌କୁ ଠେଲିବା ବେଳେ ୪/୫ ଜଣ ଲାଗୁଥିବା ବେଳେ ୧୨ ହଜାର କେଜିରୁ ଅଧିକ ଏକ ଡବଲ୍ ଡେକର୍ ବସ୍‌କୁ ନିଜ ଚୁଟିରେ ଟାଣି ରେକର୍ଡ କରିଛନ୍ତି ଜଣେ ମହିଳା। ଭିଡିଓକୁ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା।

Unique wedding; woman marries pink colour
ନିଆରା ବିବାହ; ଗୋଲାପୀ ରଙ୍ଗକୁ ଜୀବନସାଥୀ କରିନେଲେ ମହିଳା

ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।