ସାମ୍ନାକୁ ଆସିଛି ଋଷ୍ ରାଷ୍ଟ୍ରପତିଙ୍କ ଚେହେରା ସହ ମିଶିଯାଉଥିବା ଜଣେ ଝିଅ। ଲୋକେ ତାଙ୍କୁ ଭାବୁଛନ୍ତି ପୁଟିନଙ୍କ ଝିଅ। ଏନେଇ ସେ ହେଉଛନ୍ତି ଖୁବ୍ ଟ୍ରୋଲ୍।
ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ ଏହା କେଉଁଠି ମିଳେ ଆସନ୍ତୁ ଜାଣିବା।
ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଜଣେ ବ୍ୟକ୍ତି ମଡେଲଙ୍କ ଦାନ୍ତର ପ୍ରେମରେ ପଡିଯାଇଥିଲେ। ସେ ତାଙ୍କ ଦାନ୍ତ କିଣିବାକୁ ଚାହୁଁଥିଲେ। ଏନେଇ ସେ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି।
ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।
ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬ ହଜାର ଟଙ୍କାରେ ବିକ୍ରି କରାଯାଏ।
ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।
ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।
ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଜଣେ ଜଣେ ପିଲା ଜନ୍ମ ହେଲେ। ସେମାନେ ବି ହେଲେ ଯାଆଁଳା।
ପୃଥିବୀ ଆଡକୁ ମାଡିଆସୁଛି ବିପଦ। ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଗ୍ଲେସିୟର୍ଗୁଡିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯଦି ବାୟୁମଣ୍ଡଳକୁ ଶିତଳ କରିବାର ପ୍ରୟାସ କରା ନ ଯାଏ, ତେବେ ପୃଥିବୀକୁ ସାମ୍ନା କରିବାକୁ ହେବ ଭୟଙ୍କର ବିପଦ।
ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…
କୁହାଯାଏ ଯିଏ ଅନ୍ୟର ମଙ୍ଗଳ କରେ ତା’ ମଙ୍ଗଳ ଭଗବାନ କରନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି। ଏହି ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚେଇବା ନେଇ ନିଜ କିଡ୍ନୀ ଦାନ କରିଦେଲେ। କିନ୍ତୁ ପ୍ରତି ବଦଳରେ ଡାକ୍ତରଖାନା ତରଫରୁ ତାଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କାର ବିଲ୍।
ଆଜିର ଦୁନିଆଁରେ ପ୍ରେମ ମହଙ୍ଗା ହୋଇଯାଇଛି। ପ୍ରେମର ଆଢୁଆଳରେ ମିଳୁଛି ପ୍ରତାରଣା। କିନ୍ତୁ ଜଣେ ମହିଳା ୭୩ ବର୍ଷରେ ପହଞ୍ଚିଥିଲେ ବି ତାଙ୍କୁ ମିଳିଛି ପ୍ରକୃତ ପ୍ରେମ। ଆସନ୍ତୁ ଜାଣିବା କିଏ ଏହି ସୌଭାଗ୍ୟବତୀ…
ନରରାକ୍ଷସୀ ମହିଳାଙ୍କୁ ହତ୍ୟାକରୁଥିଲା। ତାଙ୍କ ରକ୍ତରୁ ତିଆରି କରୁଥିଲା କେକ୍। ସେହି କେକ୍କୁ ଅନ୍ୟ ମହିଳାଙ୍କୁ ଦେଇ ତାଙ୍କୁ ହତ୍ୟା କରୁଥିଲା। ଅନ୍ୟ ପଡିଶାଙ୍କୁ ମଧ୍ୟ ସେ ଏହି କେକ୍ ବାଣ୍ଟୁଥିଲା।
ଏମିତି ଜଣେ ମା’ ଅଛନ୍ତି ଯିଏ ଟିକିଏ ଟିକିଏ କଥାରେ ନିଜର କୁନି କୁନି ପିଲାମାନଙ୍କୁ ଚାପୁଡ଼ା କଷି ଦିଅନ୍ତି। କାରଣ ଏମିତି କଲେ ସେମାନେ କଥାକୁ ବୁଝିପାରନ୍ତି ବୋଲି ସେ କୁହନ୍ତି। କିନ୍ତୁ ତାଙ୍କ ଏଭଳି ପ୍ୟାରେଣ୍ଟିଂଙ୍କୁ ଅନେକ ଲୋକ ନିନ୍ଦା କରୁଥିଲେ ବି ତାଙ୍କୁ କୌଣସି ଫରକ ପଡେନି।
ଆଗକୁ ଆସୁଛି ପ୍ରେମର ଦିନ। ଅନେକ ପ୍ରେମ ଚିରସ୍ଥାୟୀ ହୋଇଥିବା ବେଳେ କେତେକ ପ୍ରେମରେ ଦେଖାଦିଏ ପ୍ରତାରଣା। ସମସ୍ତେ ପ୍ରତାରଣା ଦେଉ ନଥିବା ବେଳେ କିଛି କରିଥାନ୍ତି ଏମିତି। ତେବେ କିଏ ଓ କାହିଁକି ଦେଇଥାନ୍ତି ପ୍ରତାରଣା ଆସନ୍ତୁ ଜାଣିବା।
ହଷ୍ଟେଲ୍କୁ ଗାର୍ଲଫ୍ରେଣ୍ଡ୍ ଆଣିବା ମନା। ଯୁବକ ଖେଳିଲେ ସୁଟ୍କେସ୍ ଖେଳ। ଟ୍ରଲିବ୍ୟାଗ୍ରେ ଗାର୍ଲଫ୍ରେଣ୍ଡକୁ ଭର୍ତ୍ତିକରି ନେଉଥିଲେ। ଜାଣନ୍ତୁ କ’ଣ ହେଲା…
ସାମ୍ନାକୁ ଆସିଛି ଏକ ଅଜବ ଖବର। ଜଣେ ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା। ପରୀକ୍ଷା କରିବାକୁ ମିଳିଲା ଦାନ୍ତ ଓ ଚୁଟି।
ସାମ୍ନାକୁ ଆସିଛି ଏକ କଳଙ୍କିତ ବାପାର ଛବି। ସାଜିଥିଲା ଝିଅର ଗ୍ରାହକ। ଦେଖୁଥିବା ଆପତ୍ତିଜନକ ଫଟୋ ଆଉ ଭିଡିଓ। ଏନେଇ ଦେଉଥିଲା ଲକ୍ଷ ଲକ୍ଷ ଟଙ୍କା। ଝିଅର ଅଜାଣତରେ ଚାଲିଥିଲା ସବୁକିଛି।
କରୋନା ଭାଇରସ ସମସ୍ତଙ୍କ ପାଇଁ ବିପଦ ହୋଇ ଆସିଥିବା ବେଳେ ଜଣେ ମହିଳାଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି। ଜନ୍ମରୁ ଏହି ମହିଳା କୌଣସି ବାସ୍ନା ବାରି ପାରୁ ନଥିଲେ। କୋଭିଡ୍ ହେବା ପରେ ସେ ଫେରି ପାଇଛନ୍ତି ନିଜ ଆଘ୍ରାଣ ଶକ୍ତି।
ଆପଣଙ୍କ ପାଖରେ ଅଛି କି ଏହି ୨ ଟଙ୍କିଆ ନୋଟ୍। ତେବେ ଏହା ଆପଣଙ୍କୁ କରିଦେବ ଧନୀ। ତେବେ କିପରି ହେବେ ଜାଣିବା ପାଇଁ ପଢନ୍ତୁ।
ହାତୀର ପ୍ରତିଭା ଦେଖି ଆପଣ ବି ସାଲୁଟ୍ ମାରିବେ। ହାତୀ ଧରିଛି ରଙ୍ଗ ତୂଳୀ ଆଉ ଆଙ୍କୁଛି ନିଜର ଚିତ୍ର। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ।
ପ୍ରେମକୁ ଭାରତରେ ସାମାଜିକ ଭାବେ ସ୍ୱୀକୃତି ମିଳେନି। ସମାଜରେ ପ୍ରେମୀ ଯୁଗଳଙ୍କୁ ଅନେକ ଅପବାଦ ସହିବାକୁ ପଡେ। କିନ୍ତୁ ଏଇ ଭାରତରେ ଏମିତି କି ଏକ ଜାଗା ଅଛି ଯେଉଁଠି ପ୍ରେମକୁ ଅନୁମତି ସହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବି ସ୍ୱୀକାର କରାଯାଏ।
ଆପଣ ତ ନିଶ୍ଚିତ ଦୋସା ଖାଇଥିବେ। ତେବେ ଦୋସା ଖାଇ କେବେ କ’ଣ ପୁରସ୍କାର ପାଇଛନ୍ତି! ତେବେ ଏହି ସୁଯୋଗ ନିଅନ୍ତୁ। ଯଦି ଆପଣ ଏହି ଦୋସା ଖାଇଦେବେ ମିଳିବ ୭୧ ହଜାର ଟଙ୍କା ପୁରସ୍କାର।
ମା’ ହେବା ଏକ ନିଆରା ସ୍ପନ୍ଦନ। କିନ୍ତୁ ଅଜବ କଥା ଏହା ଯେ ଜଣେ ମହିଳାଙ୍କ ପାଇଁ ଏହି ସୁଖ ମାତ୍ର କିଛି ସପ୍ତାହ ଭିତରେ ଦୁଇ ଥର ମିଳିଛି। ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହେବାର ମାତ୍ର କିଛି ସପ୍ତାହ ପରେ ମହିଳା ଜଣଙ୍କ ଆଉଥରେ ଗର୍ଭବତୀ ହୋଇଥିଲେ।
ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ନ ପିନ୍ଧିଥିବା ଲୋକଙ୍କ ଠାରୁ ପୋଲିସ୍ ଆଦାୟ କରୁଛି ମୋଟା ରକମର ଫାଇନ୍। ଜଣେ ବ୍ୟକ୍ତି ମାସ୍କ ନ ପିନ୍ଧି ଥିବାରୁ ପଡିଛି ୨ ଲକ୍ଷ ଜରିମାନା।