ଆଜିର ଦିନରେ ଗୋଟିଏ ପରିବାରରେ ୪ ପିଢିର ଲୋକଙ୍କୁ ଦେଖିବା ବି କଷ୍ଟକର। କେଉଁଠି କାଁ ଭାଁ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ। କିନ୍ତୁ ଏ ଦୁନିଆରେ ଏମିତି ବି ଅନେକ ପରିବାର ଅଛି କେଉଁଠି ୫ ପିଢିର ବି ଲୋକେ ବାସ କରୁଛନ୍ତି।
ମା’ ହେବା ନେଇ କେଉଁ ମହିଳା ବା ନ ଚାହେଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ମା’ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି। ଆସନ୍ତୁ ଜାଣିବା।
ସୋସିଆଲ୍ ମିଡିଆରେ ବାସନ ଧୋଇଲା ଭଳି ସ୍ପଞ୍ଜ୍ କେକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। କୁହାଯାଉଛି ତାଇୱାନ୍ ସ୍ପଞ୍ଜ କେକ୍ ବହୁ ପ୍ରସିଦ୍ଧ। ଏହା ଆକର୍ଷଣ ଆଉ ସୁସ୍ୱାଦୁ ଯେ ଏହାକୁ ଦେଖିବା ମାତ୍ରେ ଆପଣ ପାଟିରୁ ଲାଳ ବୋହିଯିବ।
ଏଲିଏନ୍ଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଆସିଥିବା ନୂଆ ତଥ୍ୟ ଚମକେଇ ଦେବା ଭଳି। ପୃଥିବୀରେ ଏମିତି ଜାଗା ଅଛି ଯାହାକୁ ଏଲିଏନ୍ମାନେ ବହୁତ ପସନ୍ଦ କରନ୍ତି। ପ୍ରତି ସପ୍ତାହର ଶେଷରେ ଏଠାକୁ ବୁଲିବାକୁ ଆସନ୍ତି।
ଆମେରିକାର ଜଣେ ମହିଳା ୫ଟି ପିଲାଙ୍କର ଜେଜେମା ହୋଇଥିବାବେଳେ ସେ ନିଜ ସପ୍ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବଳ ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ମଦ୍ୟପାନ ଅନେକ ମଣିଷଙ୍କ ନିତି ଦିନିଆ ଅଭ୍ୟାସ ହୋଇଯାଇଛି। ଅନେକ ମଣିଷ ଅଛନ୍ତି ମଦ୍ୟପାନ ନ କଲେ ରହିପାରନ୍ତି ନାହିଁ। ତେବେ ମଣିଷର ଏହି ଅଭ୍ୟାସ କାହିଁକି ହେଲା ଜାଣିବା ପାଇଁ ପଢନ୍ତୁ।
କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଋଷ ବର୍ତ୍ତମାନ ବିଶ୍ୱକୁ ଶାସନ କରିବ କି? ଋଷ୍ ଆମେରିକାକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ହେବ କି? ଏହି ପ୍ରଶ୍ନଗୁଡ଼ିକ ଉଙ୍କିମାରିବା ପଛରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରହିଛି। ସେ ପୂର୍ବାନୁମାନ କରିଛନ୍ତି ଯେ ଦିନେ ଋଷ୍ ବିଶ୍ୱର ସ୍ୱାମୀ ହେବ।
ଚଢେଇ ହେଇଗଲା ତାଙ୍କ ବନ୍ଧୁ। ତାଙ୍କୁ ଛାଡି ରହି ପାରିଲା ନାହିଁ। ତାଙ୍କ ଚୁଟିରେ ତିଆରି କଲା ବସା ଆଉ ସେଇଠି ରହିଲା।
ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।
ଏ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଐଶ୍ୱରୀୟ ପ୍ରାର୍ଥନା ଦ୍ୱାରା ଲୋକଙ୍କ ରୋଗ ଏବଂ ଦୁଃଖ-ଯନ୍ତ୍ରଣାକୁ ଦୂର କରନ୍ତି ବୋଲି ସେ କୁହନ୍ତି। ଏନେଇ ତାଙ୍କୁ ପଥର ଖାଇବାକୁ ପଡେ ବୋଲି ସେ କହିଛନ୍ତି।
ସମୁଦ୍ର ତଟରେ ଥିବା ଏକ କାଠ ଝୁମ୍ପୁଡିକୁ ୨ କୋଟିରେ ବିକ୍ରି ହେଉଛି। ଏଠାରେ ନା ଅଛି ପାଣିର ସୁନିଧା ନା ଅଛି ବିଦ୍ୟୁତ୍। ଏପରିକି ଏଠାରୁ ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେବେ କାହିଁକି ଏତେ ଦାମ୍?
ପୃଥିବୀରେ ଏପରି ଅନେକ ଗଛ ଏବଂ ଉଦ୍ଭିଦ ଅଛି ଯାହା ଈଶ୍ୱରୀୟ ଏବଂ ଚମତ୍କାର ଭାବରେ ବିବେଚନା କରାଯାଏ। ଏପରି ଅନେକ ଗଛ ଓ ଉଦ୍ଭିଦ ଅଛନ୍ତି ଯେଉଁମାନେ କାନ୍ଦନ୍ତି, ଖାଦ୍ୟ ମାଗନ୍ତି ଏବଂ ନିଜେ ଚାଲି ଚାଲି ଅନ୍ୟ ଏକ ସ୍ଥାନରେ ମଧ୍ୟ ପହଞ୍ଚନ୍ତି।
ସୋସିଆଲ୍ ମିଡିଆରେ ଦେଖାଯାଇଛି ଜଣେ ବ୍ୟକ୍ତିଙ୍କ ବିକୃତ ମାନସିକତା। ବିହାହିତ ମହିଳାଙ୍କୁ ଦେଉଛନ୍ତି ପ୍ରେମ ବାର୍ତ୍ତା ଓ ଦେଉଛନ୍ତି ବିବାହ ପ୍ରସ୍ତାବ।
ଆଜିକାଲି ୟୁଟ୍ୟୁବ୍ ଏକ ଭଲ ରୋଜଗାରର ମାଧ୍ୟମ ହୋଇଯାଇଛି। ନୂଆ ନୂଆ ଇନ୍ଫ୍ଲ୍ୟୁଏନସର୍ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଏମିତି ଜଣେ ୟୁଟ୍ୟୁବର୍ ସାମ୍ନାକୁ ଆସିଛନ୍ତି ଯିଏ ମାତ୍ର ୪୨ ସେକେଣ୍ଡରେ ୧କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି।
ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଦୁଇଟି ବିବାହ କରିବା ପାଇଁ ଲୋକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଉଭୟ ପତ୍ନୀ ଝଗଡା ନ କରି ଦୁଇ ଭଉଣୀ ଭଳି ଚଳନ୍ତି।
ନିଃସନ୍ତାନ ହେବାର ଦୁଃଖ କେବଳ ଆଉ ଜଣେ ନିଃସନ୍ତାନ ମାଆ ହିଁ ବୁଝିପାରେ। ଏହାକୁ ଜଣେ ମହିଳା ବୁଝିଥିଲେ ବୋଲି ନିଜେ ସନ୍ତାନ ହୀନ ଥାଇ ବି ଅନ୍ୟ ମହିଳାଙ୍କ କୋଳକୁ ପୂର୍ଣ୍ଣ କରିବା ନେଇ ଦାନ କରିଦେଲେ ନିଜ ଡିମ୍ବକୋଷ।
ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଭଲରେ ରହିବାକୁ ଚାହାନ୍ତି। ହେଲେ ସେମାନଙ୍କ ପାଖରେ ନଥାଏ ଏକ ସ୍ଥାୟୀ ଘର। ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ବହୁତଳ କୋଠା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
କରୋନା ଔଷଧକୁ ନେଇ ଦୁନିଆରେ ଗୁଜବ ପ୍ରଚାର। କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପାକ୍ସଲୋଭିଡ୍ ଖାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନେକ ଲୋକ ଏହି ଔଷଧରେ ଏକ ବଶ କରିବା ଭଳି ଚିପ୍ ଭର୍ତ୍ତି କରାଯାଇଛି ବୋଲି ଗୁଜବ ପ୍ରଚାର କରୁଛନ୍ତି।
ଦୁଇ ଭାଗରେ ବଣ୍ଟାହେଲେ ସ୍ୱାମୀ। ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଠିକ୍ ହୋଇଥିବା ବେଳେ ଦ୍ୱିତୀୟ ତିନି ଦିଅ ଦ୍ୱିତୀୟ ସ୍ତ୍ରୀଙ୍କ ସହ ବିତାଇବେ। ଯୁବକ ଜଣକ କେବଳ ରବିବାର ଦିନଟି ବାପା-ମା’ ଙ୍କ ସହ ରହିବାକୁ ନିଷ୍ପତ୍ତି ହୋଇଛି।
ଜଣେ ମହିଳା ଏଲିଏନଙ୍କୁ ନେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କୁହନ୍ତି ଯେ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। ଜଣେ ଏଲିଏନଙ୍କୁ ସେ ମଧ୍ୟ ଭଲ ପାଉଛନ୍ତି। ପୂରା କାହାଣୀ ଜାଣିବା ପାଇଁ ପଢନ୍ତୁ…
ସାମ୍ନାକୁ ଆସିଛି ଏକ ଅଜବ ଖବର। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଖାଦ୍ୟର ବାସ୍ନା କିମ୍ବା ସ୍ୱାଦ ବାରିବା ପରେ ପାଟିରୁ ଲାଳ ଗଡିବା ବଦଳରେ ଆଖିରୁ ବାହାରୁଛି ଲୁହ। କାହିଁକି ଏମିତି ହଉଛି ଜାଣିବା ପାଇଁ ପଢନ୍ତୁ…
ଜଣେ ବ୍ୟକ୍ତି ଏମିତି କିଛି କରି ଦେଖେଇ ଦେଇଛନ୍ତି ଯାହା ଆଲୋଚନାର ବିଷୟ ହୋଇଯାଇଛି। ସେ ଗୋଟିଏ ଦିନରେ ୩ ଜଣ ଯୁବତୀଙ୍କୁ ଏକାଠି ବିବାହ କରିଛନ୍ତି ଏବଂ ଏହି ତିନିଜଣ ଯାକ ଯାଆଁଳା ଭଉଣୀ।
ପୁଟିନ୍ଙ୍କୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା। କେତେବେଳେ ଝିଅକୁ ନେଇ ତ ପୁଣି କେତେବେଳେ ପ୍ରେମିକାକୁ ନେଇ। ଏବେ ସାମ୍ନାକୁ ଆସିଛନ୍ତି ତାଙ୍କ ପ୍ରେମିକା। ତେବେ କିଏ ଏହି ଝିଅ ଆସନ୍ତୁ ଜାଣିବା।
ସାମ୍ନାକୁ ଆସିଛି ଋଷ୍ ରାଷ୍ଟ୍ରପତିଙ୍କ ଚେହେରା ସହ ମିଶିଯାଉଥିବା ଜଣେ ଝିଅ। ଲୋକେ ତାଙ୍କୁ ଭାବୁଛନ୍ତି ପୁଟିନଙ୍କ ଝିଅ। ଏନେଇ ସେ ହେଉଛନ୍ତି ଖୁବ୍ ଟ୍ରୋଲ୍।